Browsing Tag

work period

ବଢିପାରେ ଯବାନଙ୍କ କାର୍ଯ୍ୟକାଳ, କାର୍ଯ୍ୟ ଦକ୍ଷତା ଓ ପ୍ରଦର୍ଶନ ଆଧାରରେ ୧୦ରୁ ୧୮ବର୍ଷ ଯାଏ ବୃଦ୍ଧି କରିବାକୁ ପ୍ରସ୍ତାବ

କେନ୍ୟୁଜ୍(ବ୍ୟୁରୋ): ସ୍ଥଳସେନାରେ ବଢିବ ଯବାନଙ୍କ କାର୍ଯ୍ୟକାଳ। ବିଭିନ୍ନ ପଦପଦବୀରେ କାର୍ଯ୍ୟରତ ଯବାନଙ୍କ କାର୍ଯ୍ୟକାଳ ୧୦ରୁ ୧୮ବର୍ଷ ଯାଏ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଥିବା ଜଣାପଡ଼ିଛି। ଅନେକ ପଦପଦବୀରେ ଯବାନ ମାନେ ୪୦ବର୍ଷ ବୟସରୁ ଅବସର ନେଉଛନ୍ତି। ଦକ୍ଷ ମାନବସମ୍ବଳର ସଦୁପଯୋଗ ପାଇଁ…