Browsing Tag

writer

ପଞ୍ଜାବର ପ୍ରସିଦ୍ଧ କବି ପଦ୍ମଶ୍ରୀ ସୁରଜିତ ପାତାରଙ୍କ ୭୯ ବର୍ଷ ବୟସରେ ଦେହାନ୍ତ

ପଞ୍ଜାବୀ କବି ପଦ୍ମଶ୍ରୀ ସୁରଜିତ ପାତାରଙ୍କ ଶନିବାର ସକାଳେ ୭୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ଲୁଧିଆନାର ବରେୱାଲ କଲୋନୀସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରିବାର ସଦସ୍ୟଙ୍କ ସୂତ୍ରରୁ ଜଣାପଡ଼ିଛି ଯେ କବି ସୁରଜିତ ପାତାର ରାତିରେ ଶୋଇଥିଲେ, ହେଲେ ସକାଳୁ…

ଗର୍ବିତ କଲେ ଓଡ଼ିଶା ଝିଅ, ପିଏମ୍ ୟୁବା ୨.୦ ପାଇଁ ମନୋନୀତ ହେଲେ ଯୁବ ଗାଳ୍ପିକା ରୋଜାଲୀନ ମହାନ୍ତି

ପି.ଏମ୍. ୟୁବା ମେଣ୍ଟରସିପ୍- ୨.୦ ଯୋଜନାରେ ମନୋନୀତ ହୋଇଛନ୍ତି ଉଦୀୟମାନ ଯୁବଲେଖିକା ରୋଜାଲୀନ ମହାନ୍ତି । ଏହି ଯୋଜନାରେ ଶ୍ରୀମତୀ ମହାନ୍ତି ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ସର୍ବମୋଟ ତିନିଲକ୍ଷ ଟଙ୍କା ପାଇବେ । ଏଥିସହ ତାଙ୍କର ପାଣ୍ଡୁଲିପିଟି ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଦ୍ୱାରା…

ଯିଏ ଗାଇଥିଲେ ସୁପରହିଟ୍‌ ଗୀତ ‘ଏ ପାନ ବାଲା ବାବୁ..’ ସେ ଆଉ ନାହାନ୍ତି

ବଲାଙ୍ଗିର (କେନ୍ୟୁଜ୍‌) : ଆଉ ନାହାନ୍ତି ଏ ପାନ ବାଲା ବାବୁର ଗାୟକ। ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରିନବଚନ ଗାଁର ଗାୟକ ଅନୀଲ ହରିପାଲଙ୍କ ମୃତ୍ୟୁ ଘଟିଛି । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି…