ପ୍ରତିଦିନ ୨ ମିନିଟ୍ ପର୍ଯ୍ୟନ୍ତ କରନ୍ତୁ ଏହି ଯୋଗାସନ, ନିୟନ୍ତ୍ରଣରେ ରହିବ କ୍ରୋଧ ବା ରାଗ
ଆଜିକାଲି ଅଧିକାଂଶ ଲୋକ ପ୍ରତିକଥାରେ ରାଗି ଯାଉଛନ୍ତି। ଯାହା ଏବେ ପ୍ରତ୍ୟେକଙ୍କ ପାଇଁ ବଡ ସମସ୍ୟା ପାଲଟିଛି। କିଛି ଲୋକ ଛୋଟ ଛୋଟ କଥାରେ ରାଗିଯାଇ ନିଜ ପାଇଁ ଏବଂ ଅନ୍ୟ ପ୍ରତି କ୍ଷତି ପହଞ୍ଚାଉଛନ୍ତି। ଯାହା ପରେ ଭାବିବା ବେଳକୁ ସବୁକିଛି ଓଲଟପାଲଟ ହୋଇଯାଉଛି। ତେଣୁ ନିଜର ରାଗକୁ ଶାନ୍ତ…