Below header
Browsing Tag

young man killed

ଘରେ ପଶି ଦମ୍ପତିଙ୍କୁ ହାଣିଲା ଯୁବକ, ସ୍ତ୍ରୀ ସହ ପରକୀୟା ପ୍ରୀତି ଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ପାଣ୍ଡରା କିମ୍ଭିରିଆ ବସ୍ତିରେ ଯୁବକଙ୍କ ଉନ୍ମୁତ କାଣ୍ଡ। ଘରେ ପଶି ସ୍ୱାମୀ ସ୍ତ୍ରୀଙ୍କୁ ଛୁରା ମାଡ଼ କରିଛି ଯୁବକ। ଏହି ଆକ୍ରମଣରେ ଗୁରୁତର ହୋଇଥିବା ସ୍ୱାମୀ ସ୍ତ୍ରୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ scbକୁ ସ୍ଥାନାନ୍ତର କରାଯାଇଛି।…

ରେଳ ଲାଇନ ଅତିକ୍ରମ କରୁଥିବା ବେଳେ ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ରେଳ ଲାଇନ ଅତିକ୍ରମ କରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ। ପୁରୀରୁ ବାଙ୍ଗିରିପୋଷି ଫେରୁଥିବା ସୁପରଫାଷ୍ଟ ଟ୍ରେନରେ କଟି ସଂପୃକ୍ତ ଯୁବକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ଖୋର୍ଦ୍ଧା-ଜଙ୍କିଆ ଥାନା ଛଣଗିରୀ ବିଦ୍ୟୁତ ସବ୍‌ଷ୍ଟେସନ ନିକଟରେ ଯୁବକଙ୍କୁ ହତ୍ୟା, ୨ଅଟକ

ଖୋର୍ଦ୍ଧା:ଖୋର୍ଦ୍ଧା-ଜଙ୍କିଆ ଥାନା ଛଣଗିରୀ ବିଦ୍ୟୁତ ସବ୍‌ଷ୍ଟେସନ ନିକଟରେ ଯୁବକଙ୍କୁ ହତ୍ୟା ଘଟଣାରେ ୨ଅଟକ । ମୃତକ ହେଲେ ସେକ୍‌ ସୁଲେମାନ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୁଲେମାନ୍‌ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସର ସୂଚନା…