ଖୋର୍ଦ୍ଧା-ଜଙ୍କିଆ ଥାନା ଛଣଗିରୀ ବିଦ୍ୟୁତ ସବ୍‌ଷ୍ଟେସନ ନିକଟରେ ଯୁବକଙ୍କୁ ହତ୍ୟା, ୨ଅଟକ

ଖୋର୍ଦ୍ଧା:ଖୋର୍ଦ୍ଧା-ଜଙ୍କିଆ ଥାନା ଛଣଗିରୀ ବିଦ୍ୟୁତ ସବ୍‌ଷ୍ଟେସନ ନିକଟରେ ଯୁବକଙ୍କୁ ହତ୍ୟା ଘଟଣାରେ ୨ଅଟକ । ମୃତକ ହେଲେ ସେକ୍‌ ସୁଲେମାନ ।

ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୁଲେମାନ୍‌ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସର ସୂଚନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.