ୟୁଜର୍ସଙ୍କୁ ଲାଗିଲା ଝଟକା, ୫୮ ପ୍ରତିଶତ ବଢ଼ିଲା ୟୁଟ୍ୟୁବ୍ ପ୍ରିମିୟମ୍ ପ୍ଲାନର ଦାମ୍
ଭାରତରେ ମହଙ୍ଗା ହୋଇଛି ୟୁଟ୍ୟୁବ୍ ପ୍ରିମିୟମ୍ ପ୍ଲାନର ଦାମ୍ । ଏହାର ମୂଲ୍ୟ ୫୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଭାରତରେ ବ୍ୟକ୍ତି, ଛାତ୍ରଛାତ୍ରୀ ଏବଂ ପରିବାର ପାଇଁ ସମୁଦାୟ ୬ଟି ୟୁଟ୍ୟୁବ୍ ପ୍ରିମିୟମ୍ ସବସ୍କ୍ରିପସନ୍ ପ୍ଲାନ୍ ଅଛି । ଏବେ ଭାରତରେ ଥିବା ସମସ୍ତ ୟୁଟ୍ୟୁବ୍ ପ୍ରିମିୟମ୍…