ପିତା ହେବାକୁ ଯାଉଛନ୍ତି ଯୁବରାଜ ସିଂହ ! ସେୟାର କଲେ ଭିଡିଓ
ପିତା ହେବାକୁ ଯାଉଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ। ଏହି ଖବର ଏବେ ସୋସିଆଲ୍ ମିଡିଆରେ ଖୁବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଯେମିତିକି ଆପଣ ଜାଣିଛନ୍ତି ବିରାଟ କୋହଲି ଏବଂ ହାର୍ଦ୍ଧିକ ପାଣ୍ଡ୍ୟା ନିକଟରେ ବାପା ହୋଇଛନ୍ତି। ଆଉ ଏବେ ଯୁବରାଜ ସିଂହଙ୍କ…