4230mAh ବ୍ୟାଟେରୀ ଓ 4 କ୍ୟାମେରା ବାଲା Oppo ଫୋନ ଅଫର, Amazon Sale ରେ ପାଆନ୍ତୁ ମାତ୍ର 611 ଟଙ୍କାରେ

ନୂଆଦିଲ୍ଲୀ : ଆମାଜନରେ ଚାଲୁଛି ମୋବାଇଲ ସେଭିଂ ଡେଜ୍‌ । ଏହି ସେଲରେ ସ୍ମାର୍ଟଫୋନରେ ୪୦ ପ୍ରତିଶତ ଡିସକାଉଣ୍ଟ ପାଇ ପାରିବେ । ଏହି ସେଲରେ ଆପଣ EMI ଓ ଏକ୍ସଚେଞ୍ଜ ଅଫରରେ ସ୍ମାର୍ଟ ଫୋନ କିଣିପାରିବେ । ଯଦି ଆପଣଙ୍କ ବଜେଟର ଫୋନ ଖୋଜୁଛନ୍ତି ତାହେଲେ oppo A15s କିଣି ପାରିବେ । ଏଥିରେ କୁପନ ଅଫର,ଡିସକାଉଣ୍ଟ ଓ ଏକ୍ସଚେଞ୍ଜ ଅଫର ମିଳୁଛି ।

Oppo A15s ସ୍ମାର୍ଟ ଫୋନ ରେ 6.52-ଇଞ୍ଚର HD+ (720×1,600 pixels) ସ୍କିନ ମିଳୁଛି, ଯାହା 88.7 % ସ୍କ୍ରିନ ଟୁ ବଡ଼ି ରେସେପି ସହିତ ଆସିଥାଏ । ଫୋନ octa-core MediaTek Helio P35 ପ୍ରସେସରରେ କାମ କରିଥାଏ । ଏଥିରେ 4GB ପର୍ଯ୍ୟନ୍ତ RAM ଏବଂ 128GB ପର୍ଯ୍ୟନ୍ତ ଷ୍ଟୋରେଜ ଅପସନ ମିଳଥାଏ ।

ଏହି ସ୍ମାର୍ଟଫୋନରେ ଟ୍ରିପିଲ ରିୟର କ୍ୟାମେରା ସେଟଅପ ଦିଆଯାଇଛି । ଯାହାର ମେନ ଲେନ୍ସ ୧୩ ଏମପି ରହିଛି । ଏହାଛଡ଼ା ୨ଏମପିର ମାକ୍ରୋ ସୁଟିଂ ଓ ୨ ଏମପିର ଡେପ୍‌ଥ ସେନ୍ସର ମିଳିଥାଏ । ଫ୍ରଣ୍ଟରେ କମ୍ପାନୀ ୮ ଏମପି ର ସେଲଫି କ୍ୟାମେରା ଦେଇଥାଏ ।

ଏଥିରେ ବ୍ୟାଟେରୀ ୪୨୩୦ ଏମଏଏଚ ରହିଛି ଯାହା ୧୦ ଓ୍ଵାଟ ଚାର୍ଜ ସପୋର୍ଟ କରିଥାଏ । ଫୋନରେ ରିୟର ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି । ଏଥିରେ ଡୁଆଲ ବ୍ରାଣ୍ଡ୍‌ WiFi, Bluetooth 5.0, GPS ଓ ମାଇକ୍ରୋ USB ପୋର୍ଟ ଦିଆଯାଇଛି । ଫୋନର ଓଜନ ୧୭୭ ଗ୍ରାମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.