Below header

କଇଁଛ ଠାରୁ ବି ମନ୍ଥର ଗତିରେ ଚାଲୁଛି କି ଆପଣଙ୍କ ଲାପଟପ୍‌, ତାହେଲେ ମିନିଟରେ ଏପରି ବୁଷ୍ଟ କରନ୍ତୁ ସ୍ପିଡ୍‌

ଆପଣ କୌଣସି ପୁରୁଣା ଲାପଟପ୍‌ ବ୍ୟବହାର କରୁଛନ୍ତି କି? ଏବଂ ଏହାର ସ୍ପିଡ୍‌ ବହୁତ କମ୍‌ ହୋଇସାରିଛି କି ଏବଂ ଆପଣଙ୍କୁ କାମ କରିବାକୁ ବହୁତ ସମୟ ଲାଗୁଛି କି ତାହେଲେ ଏହି ଲାପଟପଟକୁ ଚେଞ୍ଜ୍‌ କରିବାର କୌଣସି ଆବଶ୍ୟକତା ନାହିଁ। କାହିଁକିନା ଆମେ ଆପଣଙ୍କୁ ଏକ ତରିକା ବତାଇବୁ ଯାହା ବଦଳରେ ଆପଣ ନିଜର ପୁରୁଣା ଲାପଟପକୁ ହିଁ ପାଣି ଭଳି ସ୍ପିଡ କରିପାରିବେ। ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ସେହି ସହଜ ଟିପ୍ସ ଯାହାକୁ ଆପଣଙ୍କୁ ଫଲୋ କରିବାକୁ ପଡିବ।

କେବେବି ଆବଶ୍ୟକ ଠୁ ଅଧିକ ଗେମ ନିଜ ଲାପଟପରେ ରଖିବା ଉଚିତ ନୁହେଁ। କାହିଁକିନା ଏହି କାରଣରୁ ପ୍ରୋସେସର ଉପରେ ଚାପ ପଡିଥାଏ ଏବଂ ଏହାର ସ୍ପିଡ୍‌ ବହୁତ ମାତ୍ରାରେ କମିଯାଏ।

ଲାପଟପର ସ୍ପିଡ ବଢ଼ାଇବା ପାଇଁ ଆପଣଙ୍କୁ ଏଥିରେ ମହଜୁଦ ହେବି ଫାଇଲ୍ସକୁ ସର୍ବପ୍ରଥମେ ଡିଲିଟ୍‌ କରିଦେବା ଉଚିତ। ଆଉ ଯଦି ଏହାର ଆବଶ୍ୟକ ନାହିଁ ତାପରେ ମଧ୍ୟ ଆପଣ ଏହାକୁ ଷ୍ଟୋର କରିବାକୁ ଚାହୁଁଛନ୍ତି ତାହେଲେ ଲାପଟପର ସ୍ପିଡ ଆପେ ଆପେ କମ୍‌ ହୋଇଯିବ।

କେବେବି ଲାପଟପ୍‌ ବ୍ୟବହାର କରିବା ସମୟରେ ଆପଣଙ୍କୁ ଏହାକୁ ତଳେ କିମ୍ବା କାଠ କୌଣସି ପ୍ଲାଟଫର୍ମରେ ହିଁ ରଖି ବ୍ୟବହାର କରିବା କାହିଁକିନା ଯେତେବେଳେ ଆପଣ ଲାପଟପ ବ୍ୟବହାର କରନ୍ତି ସେତେବେଳେ ଏଥିରୁ ହିଟ୍‌ ବାହାରିଥାଏ ଏବଂ ଯଦି ଏହା ବାହାରକୁ ନବାହାରେ ତାହେଲେ ଲାପଟପର ସ୍ପିଡ୍‌ ସ୍ଲୋ ହୋଇଯାଇଥାଏ।

ଯଦି ଆପଣ ଲାପଟପର ସ୍ପିଡ୍‌ ବଢ଼ାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଏହାର ରାମକୁ ବଢ଼ାଇବା ଉଚିତ। ଏହି ତରିକାକୁ ଆପଣାଇ ଆନଣ ନିଜ ଲାପଟପର ସ୍ପିଡକୁ ଇନଷ୍ଟାଣ୍ଟଲୀ ବୁଷ୍ଟ କରିପାରିବେ। ସାଧାରଣତଃ ଲୋକମାନେ ଏହି ତରିକାକୁ ଟ୍ରାଏ କରି ନିଜ ଲାପଟପର ସ୍ପିଡକୁ ବହୁତ ମାତ୍ରାରେ ବଢ଼ାଇପାରିବେ ଏବଂ ଏହା ବହୁତ ବଢ଼ିଆ ଅନୁଭବ ହେବାକୁ ଲାଗିଥାଏ।

ଯଦି ଆପଣ ଲାପଟପର ସ୍ପିଡ ବଢ଼ାଇବାକୁ ଚାହୁଁଛନ୍ତି ତାହେଲେ ସର୍ବପ୍ରଥମେ ଆପଣଙ୍କୁ ନିଜ ଲାପଟପରେ ସମସ୍ତ କ୍ୟାସେ ଫାଇଲ୍ସକୁ ଡିଲିଟ୍‌ କରିବା ଉଚିତ କାହିଁକିନା ଏହି କାରଣରୁ ଲାପଟପର ସ୍ପିଡ ସାଧାରଣତଃ କମ୍‌ ହୋଇଯାଏ ଏବଂ ଯେତେବେଳେ ଆପଣ ଇଣ୍ଟରନେଟ ବ୍ୟବହାର କରନ୍ତି ସେତେବେଳେ ମଧ୍ୟ ଆପଣଙ୍କୁ ସମସ୍ୟା ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.