ଫ୍ଲିପକାର୍ଟର ବମ୍ପର ଡିସକାଉଣ୍ଟ ! ମାତ୍ର ୭୪ ଟଙ୍କାରେ କିଣିପାରିବେ ସାମସଙ୍ଗର ଏହି ସ୍ମାର୍ଟଫୋନ

ଫ୍ଲିପକାର୍ଟରେ ମୋବାଇଲ୍ସ ବୋନାନଞ୍ଜା ସେଲ୍ ଚାଲିଛି । ଯେଉଁଥିରେ ସ୍ମାର୍ଟଫୋନରେ ଡ଼ିସକାଉଣ୍ଟ ଦିଆଯାଇଛି। ଯଦି ଆପଣ ଏକ ନୂତନ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଭଲ ସୁଯୋଗ ରହିଛି। ସେଲରେ ସାମସଙ୍ଗ ଫୋନ୍ ଗୁଡିକ ବହୁତ ଶସ୍ତାରେ କିଣିହବ। ସାମସଙ୍ଗ ଗାଲାକ୍ସି F12 ବହୁତ କମ୍ ମୂଲ୍ୟରେ ବି ଆପଣ କାଣିପାରିବେ। ଅଫର୍ସର ଲାଭ ଉଠାଇ ଫୋନକୁ ୭୪ ଟଙ୍କାରେ କିଣିପାରିବେ ଗ୍ରାହକ । ଆସନ୍ତୁ ଜାଣିବା କେମିତି…

ସାମସଙ୍ଗ ଗାଲାକ୍ସି F12 4GB RAM + 64GB ଷ୍ଟୋରେଜ୍ ଭାରିଆଣ୍ଟର ଲଞ୍ଚ ମୂଲ୍ୟ ୧୨,୪୯୯ ଟଙ୍କା, କିନ୍ତୁ ଫୋନ ଫ୍ଲିପକାର୍ଟରେ ୯୪୯୯ ଟଙ୍କାରେ ବିକ୍ରି ହେଉଛି। ଅର୍ଥାତ୍ ଫୋନରେ ୩୫୦୦ ଟଙ୍କା ଡ଼ିସକାଉଣ୍ଟ ଦିଆଯାଉଛି। ଏହା ବ୍ୟତୀତ ଅନେକ ବ୍ୟାଙ୍କ ଏବଂ ଏକ୍ସଚେଞ୍ଜ ଅଫର ପରେ ଫୋନର ଦାମ୍ ବହୁତ କମ୍ ହୋଇଯାଉଛି ।

ଯଦି ଆପଣ ଫୋନ୍ କିଣିବା ପାଇଁ ଆକ୍ସିସ୍ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ସହିତ ପେମେଣ୍ଟ କରୁଛନ୍ତି, ତେବେ ଆପଣଙ୍କୁ ୪୭୫ ଟଙ୍କା ଡ଼ିସକାଉଣ୍ଟ ମିଳିବ, ଅର୍ଥାତ୍ ଫୋନର ମୂଲ୍ୟ ୯୦୨୪ ଟଙ୍କା ହେବ। ଏହା ପରେ ଏକ୍ସଚେଞ୍ଜ୍ ଅଫର୍ ମଧ୍ୟ ଅଛି।

ସାମସଙ୍ଗ ଗାଲାକ୍ସି F12 ରେ ୮୯୫୦ ଟଙ୍କା ଏକ୍ସଚେଞ୍ଜ ଅଫର ଅଛି। ଯଦି ଆପଣ ପୁରୁଣା ସ୍ମାର୍ଟଫୋନ୍ ଏକ୍ସଚେଞ୍ଜ କରୁଛନ୍ତି ତେବେ ପାଣଙ୍କୁ ଏତିକି ଟଙ୍କାର ଅଫ୍ ମିଳିଯି । ୮୯୫୦ ଟଙ୍କାର ସମ୍ପୂର୍ଣ୍ଣ ଲାଭ ସେତେବେଳେ ମିଳିବ ଯଦି ଫୋନର କଣ୍ଡିସନ୍ ଭଲ ଥିବ ଏବଂ ମଡେଲ୍ ଲାଟେଷ୍ଟ ହୋଇଥିବ । ସମ୍ପୂର୍ଣ୍ଣ ଅଫ୍ ମିଳିସାରିବା ପରେ ଫୋନର ଦାମ୍ ୭୪ ଟଙ୍କା ହୋଇଯିବ । ଅର୍ଥାତ୍ ୧୨,୪୯୯ ଟଙ୍କାର ଫୋନ୍ ଆପଣ ମାତ୍ର ୭୪ ଟଙ୍କାରେ କିଣିପାରିବେ ।

Leave A Reply

Your email address will not be published.