Gmail ୟୁଜର୍ସଙ୍କୁ ମିଳିବ ହ୍ଵାଟ୍ସଆପ ଵାଲା ଫିଚର, ଜାଣନ୍ତୁ କଣ ମିଳିବ ଫାଇଦା

Google, ଚାଟରେ Spaces ପାଇଁ ନୂଆ ଫିଚର ନେଇକରି ଆସୁଛି | ଏଥିରେ Spaces ମେନେଜର୍ସ ସେଟ କରିବା,Spaces ଗାଇଡ଼ଲାଇଙ୍ଗସ ଓ Spaces ଡେ଼ସକ୍ରିପସନ ଭଳି ଫିଚର୍ସ ସାମିଲ ରହିଛି | ଏଥିରେ ୟୁଜର୍ସଙ୍କୁ Spaces ମେନେଜର୍ସ ରେ ଅଧିକ କ୍ଷମତା ପ୍ରଦାନ କରିବ |

Google ବ୍ଲଗ ପୋଷ୍ଟରେ କହିଛି ” ମେନେଜର୍ସ ର ଭୂମିକା କଥା ବାର୍ତ୍ତାକୁ ବଢାଇବା ଓ କିଛି ଅର୍ଗାନାଇଜେସନ ଭିତରେ Spaces ର ଉପଲବ୍ଧତାକୁ କଣ୍ଟ୍ରୋଲ କରିବା ପାଇଁ ଡିଭାଇସ ପ୍ରଦାନ କରିଥାଏ | Spaces କ୍ରିଏଟରସ ଡିଫଲ୍ଟ ଭାବେ Spaces ମେନେଜର୍ସ ହୋଇଥାଏ |
Google ଏବେ ୟୁଜର୍ସଙ୍କୁ Spaces ପାଇଁ ସମ୍ପୂର୍ଣ ଯୋଡିବା ପାଇଁ ଅନୁମତି ଦେବ |

ଏହି ନୂଆ ଫିଚର୍ସ 28 ଫେବୃଆରୀରୁ ୟୁଜର୍ସଙ୍କ ପାଇଁ କାର୍ଯ୍ୟକାରୀ କରିବା ଆରମ୍ଭ କରିଦେବ | Spaces ମ୍ୟାନେଜରର ଭୂମିକା 14, ମାର୍ଚ୍ଚ 2022 ଭିତରେ ବ୍ୟାପକ ଭାବେ କାର୍ଯ୍ୟରମ୍ଭ କରିବା ବୋଲି ଆଶା କରାଯାଉଛି | ହେଲେ Spaces ଡିଟେଲସ ଓ Spaces ଗାଇଡଲାଇନ ଏହି ମାସର ଶେଷ ବେଳକୁ କାମ ଆରମ୍ଭ କରିବ ବୋଲି ଆଶା କରାଯାଉଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.