ଜି ମେଲରେ ପରିବର୍ତ୍ତନ କଲା ଗୁଗୁଲ, ଦେଲା ୩ ଟି ନୂଆ ଫିଚର୍ସ,ଜାଣନ୍ତୁ ଏବେ କ’ଣ ସୁବିଧା ମିଳିବ

Google ୟୁଜର୍ସଙ୍କୁ କିଛି ଭଲ ଫିଚର୍ସ ଦେବା ପାଇଁ ସର୍ବଦା ନିଜ ସେବାରେ ଅପଡେଟ ଆଣିଥାଏ । ଏବେ କମ୍ପାନୀ ଜିମେଲ ଓ ଚାର୍ଟ ପାଇଁ କିଛି ନୂଆ ଫିଚର୍ସ ଆଣିଛି । ଗୁଗୁଲ ସର୍ଚ୍ଚ ଫିଚର୍ସ, ଜିମେଲ ଲେବଲସ ଓ ରିଲେଟଡ ରେଜଲଟସ ନାମରେ ୩ ଟି ନୂଆ ଫଚର୍ସ ଆରମ୍ଭ କରିଛି ।

କ’ଣ କ’ଣ ସୁବିଧା ମିଳିବ ଗୁଗୁଲର ଏହି ନୂଆ ଫିଚର୍ସରେ :

କମ୍ପାନୀ ନିଜର ଏକ ବ୍ଲଗପୋଷ୍ଟରେ କହିଛି ଯେ ଏହି ଫିଚର୍ସରେ କୌଣସି ଏଡମିନ କଣ୍ଟ୍ରୋଲ ନାହିଁ ।

ସର୍ଚ୍ଚ ରେଜଲ୍ଟ ସହ ୟୁଜର୍ସ ବି search query ଦେଖି ପାରିବେ, କାରଣ ଆପଣ ପିଛିଲା କ୍ୱାରି ହିଷ୍ଟ୍ରି ଆଧାରରେ ଚାର୍ଟ ସର୍ଚ୍ଚ ଫିଲ୍ଡରେ ଟାଇପ କରନ୍ତି ।

ଏହାଛଡ଼ା ଏହା ୟୁଜର୍ସକୁ ମୋବାଇଲରେ ଗୁରୁତ୍ୱପୂର୍ଣ୍ଣ ମେସେଜ, ଫାଇଲସ୍‌ ଆଦିକୁ ଶୀଘ୍ର ଖୋଜିବାରେ ସାହାଯ୍ୟ କରିଥାଏ ।

ଜି ମେଲ ଲେବଲ ୟୁଜର୍ସକୁ ଆପରେ ଏକ ବିଶିଷ୍ଠ ଜିମେଲ ଲେବଲ ପାଇଁ ସେହି ମେସେଜକୁ ଖୋଜିବା ପାଇଁ ଅନୁମତି ଦେଇଥାଏ । ଏଥିସହ ଜିମେଲ ସର୍ଚ୍ଚବାର ରେ ସର୍ଚ୍ଚ ଚିପ୍ସ ଉପଯୋଗ କରି ଲେବଲ ସର୍ଚ୍ଚକୁ ପୁରା ରିଫାଇନ କରିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.