Honor ଲଞ୍ଚ କଲା ଦୁନିଆର ପ୍ରଥମ ପପ୍-ଅପ୍ ସେଲ୍ଫି କ୍ୟାମେରା ବିଶିଷ୍ଟ ସ୍ମାର୍ଟ ଟିଭି

ସବୁ ବଡ ବଡ କମ୍ପାନୀମାନେ ସ୍ମାର୍ଟ ଟିଭି ଇଣ୍ଡଷ୍ଟ୍ରୀରେ ପାଦ ରଖିବା ପରେ ଏବେ ଅନର ମଧ୍ୟ ଏହି ରାସ୍ତାରେ ପାଦ ପକାଇଛି। ନିକଟରେ ଚୀନରେ ହୋଇଥିବା ହୁଆେଓ୍ଵ କନଫରେନେ୍ସରେ ଅନର ଭିଜନ ସ୍ମାର୍ଟ ଟିଭି ଲଞ୍ଚ କରିଛି ଯାହା ଏହାର ପରେଣେ୍ଟ କମ୍ପାନୀ ହୁଆେଓ୍ଵ ବନାଇଛି ଏବଂ ଏହି କନଫରେନେ୍ସରେ ଲଞ୍ଚ ହୋଇଥିବା ଅପରଟେିଙ୍ଗ ଲ୍ୟାସ ବିଶ୍ୱର ପ୍ରଥମ ଟିଭି ଅଟେ।
ଏହି ସୀରୀଜରେ ଦୁଇଟି ମଡଲେ୍ସ ରହିଛି ଅନର ଭିଜନ ଏବଂ ଅନର ଭିଜନ pro। ଏହି ଦୁଇ ମଡଲେରେ ୫୫ ଇଞ୍ଚ ୪କେ ଏଚଡିଆର display ରହିଛି ଏବଂ ଏହା ସହିତ ଥ୍ରୀ-ସାଇଡଡେ୍ ଭଜେଲେ-ଭ୍ୟୁ ଡିଜାଇନ ମଧ୍ୟ ଦିଆଯାଇଛି। କିନ୍ତୁ ଏହାର ସବୁଠାରୁ ଖାସ୍ କଥା ହେଉଛି ଏଥିରେ ସ୍ୱାର୍ଟ ପପ୍-ଅପ୍ ଏଆଇ କ୍ୟାମରୋର ସୁବିଧା ଦିଆଯାଇଛି। ଏହା ସାହାଯ୍ୟରେ ୟୁର୍ଜସ ୧୦୮୦ପି ଭିଡିଓ କ୍ୱାଲିଟୀର କଲ୍ କରିପାରିବ। ଏହାସହିତ ଏହା ୟୁର୍ଜସଙ୍କ ବଡି ଏବଂ ପୋଶ୍ଚରକୁ ଡିଟକେ୍ଟ କରି ତାଙ୍କ ଚହେରୋକୁ ମଧ୍ୟ ଚିହ୍ନି ପାରିବ।
ହାର୍ଡଓୟାର ବିଷୟରେ କହିଲେ ଏଥିରେ ତିିନିଟି ଚିପ୍ ସେଟିଂ ରହିଛି। ଏହାର ଫ୍ୟାମିଲୀ ନୋଟ ଫଙ୍କସନ ୟୁର୍ଜସଙ୍କୁ ତାଙ୍କ ସ୍ମାର୍ଟଫୋନ ଏବଂ display ମଧ୍ୟରେ ୬୦୦ ମଗୋବାଇଟର ଇମଜେ କବେଳ ୨୦ ସେକେଣ୍ଡରେ ଟ୍ରାନ୍ସଫର କରିବାର ସୁବିଧା ଦେଇଥାଏ ଯାହା ବ୍ଲଟୁଥ୍ ମୁକାବିଲାରେ ୧୦୦ ଗୁଣା ତୀବ୍ର ଅଟେ। ଏହାର ଅନର ଭିଜନରେ ଆପଣଙ୍କୁ ୧୬ଜିବି ଭିଜନ pro ଏବଂ ୩୨ ଜିବି ଷ୍ଟୋରେଜ ମିଳିବ।