ନୂଆବର୍ଷରେ ଜିଓ ଦେଉଛି ୧ବର୍ଷ ପର୍ଯ୍ୟନ୍ତ ମାଗଣାରେ ଏତେ ସବୁ ଫାଇଦା, ଫଲୋ କରନ୍ତୁ ଏହି ଷ୍ଟେପ

ବର୍ଷ ୨୦୨୩ ଆରମ୍ଭ ହେବା ସହିତ ୟୁଜର୍ସଙ୍କ ପାଇଁ ଖୁସି ଖବର ଆଣିଛି ରିଲାଏନ୍ସ ଜିଓ ଟେଲିକମ କମ୍ପାନି। କମ୍ପାନୀ ଏବେ ନ୍ୟୁ ଇୟର ଫ୍ରି ପ୍ଳାନ ୨୦୨୩ କୁ ବାହାର କରିଛି। ଏହି ପ୍ଲାନରେ ଆପଣଙ୍କୁ ପୁରା ୧ବର୍ଷ ପର୍ଯ୍ୟନ୍ତ ଭାଲିଡିଟି ମିଳିବ। ପ୍ଳାନରେ ଆପଣଙ୍କୁ ଅନଲିମିଟେଡ ଡାଟା ଓ ଭଏସ୍‌ କଲିଂ ମାଗଣାରେ ମିଳି। ଆପଣ ଏହି ପ୍ଳାନ ସମ୍ପର୍କରେ ଜାଣିଲେଣି କି?

ରିଲାଏନ୍ସ ଜିଓ ଦ୍ୱାରା ଜାରୀ କରାଯାଇଥିବା ଫ୍ରି ପ୍ଳାନ ୨୦୨୩ର ଲାଭ ଉଠାଇବା ପାଇଁ ଆପଣଙ୍କୁ ବିଲକୁଲ ବି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। କାରଣ ଆପଣ ଏହାକୁ ନିଶୁଳ୍କ ମାନେ ବିନା କୌଣସି ଚାର୍ଜେସରେ ମାଗଣାରେ ପୂରା ୧ବର୍ଷ ପର୍ଯ୍ୟନ୍ତ ଫାଇଦା ଉଠାଇପାରିବେ।

ରିଲାଏନ୍ସ ଜିଓ ସମସ୍ତ ୟୁଜର୍ସଙ୍କ ପାଇ ଆଣିଛି ନୂଆବର୍ଷର ଶା ନଦାର ଅଫର। ଏହି ରିଚାର୍ଜ ପ୍ଲାନରେ ମାଗଣାରେ ଆପଣ ପୁରା ୩୬୫ ଦିନର ଲାଭ ଉଠାଇପାରିବେ। ଜିଓର ନ୍ୟୁ ଇୟର ଫ୍ରି ପ୍ଲାନରେ ସମସ୍ତଙ୍କୁ ୨ଜିବିର ହାଇସ୍ପିଡ଼ ଇଣ୍ଟରନେଟ ଡାଟା ଓ ଭଏସ୍‌ କଲିଂ ମିଳିବ। ସେ ବି ପୁଣି ମାଗଣାରେ ..

ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଦ୍ୱାରା ପ୍ରଦାନ କରାଯାଇଥିବା ଫ୍ରି ରିଚାର୍ଜ ପ୍ଲାନକୁ ପାଇବା ପାଇଁ କୁହାଯିବାକୁ ଥିବା ସମସ୍ତ ଷ୍ଟେପକୁ ଫଲୋ କରିବାକୁ ହେବ। ଆମେ ଏଠାରେ ଆପଣଙ୍କୁ ପୁରା ତଥ୍ୟ କହିବୁ। ଯାହାକୁ ଆପଣାଇ ଆପଣ ଜିଓ ର ନୂଆବର୍ଷ ପ୍ଲାନର ଫାଇଦା ଉଠାଇପାରିବେ।

ଜିଓର ୧୪୯ ଟଙ୍କା ପ୍ଳାନ:
୧୪୯ ଟଙ୍କାର ପ୍ରିପେଡ ରିଚାର୍ଜ ପ୍ଲାନରେ ଆପଣଙ୍କୁ ୨୮ ଦିନର ନୁହେଁ ବରଂ ପୁରା ୫୬ ଦିନର ବୈଧତା ମିଳିବ। ପ୍ରତ୍ୟେକ ଦିନ ୨ଜିବି ହାଇସ୍ପିଡ ଡାଟା ମିଳିବ। ଭଏସ କଲିଂ ସହିତ ୧୦୦ ଏସଏମଏସ ମିଳିବ।

୧୨୫ ଟଙ୍କା ରିଚାର୍ଜ ପ୍ଲାନ:
ଜିଓ ୨୦୨୩ରେ ଧମାକାଦାର ପ୍ଲାନ ୧୨୫ଟଙ୍କାର ବାହାର କରିଛି। ଏଥିରେ ୨୮ ଦିନର ଭାଲିଡିଟି ମିଳିବ। ଅନଲିମିଟେଡ ଡାଟା ସହିତ ଭଏସ୍‌ କଲିଂ ମଧ୍ୟ ମିଳିବ। ଦୈନିକ ୨ ଜିବି ଡାଟା ମିଳିବ।

ଜାଣନ୍ତୁ ଜିଓର ଏହି ନ୍ୟୁ ଇୟର ପ୍ଳାନକୁ କିଭଳି ୟୁଜ କରିବେ:
-ଜିଓର ଏହି ନ୍ୟୁ ଇୟର ପ୍ଲାନ ର ଲାଭ ଉଠାଇବା ପାଇଁ ଆପଣଙ୍କୁ My Jio ଆପ୍‌ କୁଯିବାକୁ ହେବ।
-ଏହାକୁ ଏବେ ଓପନ କରନ୍ତୁ। ଏବେ ସମସ୍ତ ୟୁଜର୍ସ ଲାଟେଷ୍ଟ ଅଫର ର ବିକଳ୍ପ କୁ ଚୁଜ କରନ୍ତୁ।
-ଏବେ ନୂଆ ପେଜ ଓପନ ହେବ। ଏଥିରେ ଆପଣଙ୍କୁ ନୂଆବର୍ଷର ରିଚାର୍ଜ ପ୍ଲାନ ର ଅପସନ ମିଳିବ।
-ଏହାକୁ କ୍ଲିକ କରିବା ପରେ ଏକ ନୂଆ ପେଜ ଆସିବ ।ଏଥିରେ ନିଜର ମୋବାଇଲ ନମ୍ବରକୁ ଏଣ୍ଟର କରାନ୍ତୁ।
-ସବମିଟ କ୍ଲିକ କରିବା ପରେ ହିଁ ୟୁଜର୍ସଙ୍କୁ ୩୬୫ ଦିନା ବିଲକୁଲ ମାଗଣା ରିଚାର୍ଜ ପ୍ଲାନ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.