ଘରେ ବସି ସହଜରେ ରୋଜଗାର କରନ୍ତୁ ୧୫ ହଜାର ଟଙ୍କା, ଜାଣନ୍ତୁ କେମିତି

ଆଜିର ଦୁନିଆରେ ଅଧିକାଂଶ ଲୋକ ଘରେ ବସି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ବହୁତ ପ୍ରକାର ପ୍ଲାନ ମଧ୍ୟ କରୁଛନ୍ତି ଏବଂ ଅନେକ କାମ ମଧ୍ୟ କରୁଛନ୍ତି। ସେହିପରି ଅନ୍ୟପଟେ ଇଣ୍ଡଷ୍ଟ୍ରୀର ଅନେକ କମ୍ପାନୀ ନିଜର ଏମିତି ସାଇଟ୍‌ ଲଞ୍ଚ କରିଛନ୍ତି ଯେ ଯାହା ଜରିଆରେ ଲୋକମାନେ ଘରେ ବସି ଅତି ସହଜରେ ଟଙ୍କ । ରୋଜଗାର କରିପାରିବେ। କମ୍ପାନୀର ଏହି ପଦକ୍ଷେପ ଦ୍ୱାରା ଅନେକ ଲୋକ ରୋଜଗାରକ୍ଷମ ହୋଇପାରିବେ। ଏହି ସାଇଟସ୍‌ ଜରିଆରେ ଲୋକେ ଘରେ ବସି ୧୦ ହଜାରରୁ ୧୫ ହଜାର ଟଙ୍କା ପଯ୍ୟର୍ନ୍ତ ରୋଜଗାର କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି କରିପାରିବେ ଆପଣ ରୋଜଗାର।

ପିଟିସି ସାଇଟରେ ଆକାଉଣ୍ଟ ଖୋଲିବା ପୂର୍ବରୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ ଏହି କଥା

clickକୌଣସି ବି ନୂଆ ସାଇଟରେ ଆପଣ ଆକାଉଣ୍ଟ ଖୋଲିବା ପୂର୍ବରୁ ଆପଣଙ୍କୁ ଏହାର ନିୟମ ଏବଂ ସର୍ତ୍ତ ବିଷୟରେ ନିହାତି ଜାଣିବା ଦରକାର। ଏପରି କଲେ ପରେ ଆପଣଙ୍କୁ କୌଣସି ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡିବନାହିଁ। ଏହାଛଡା ୱେବସାଇଟର ବିଶ୍ୱସନୀୟତାକୁ ମଧ୍‌ ଯାଞ୍ଜ କରିବା ଉଚିତ।

Neobux

neuboksପିଟିସି ଲିଷ୍ଟରେ ନ୍ୟୁବକ୍ସ ପ୍ରଥମ ସ୍ଥାନ ପ୍ରାପ୍ତ କରିଛି। ଲୋକେ ଏହି ସାଇଟରେ ବିଜ୍ଞାପନ ଉପରେ କ୍ଲିକ କରି ଟଙ୍କା ରୋଜଗାର କରିପାରିବେ। କିନ୍ତୁ ଏହି ସାଇଟ ଲୋକଙ୍କୁ ୨ ଡଲାର (ପ୍ରାୟ ୧୪୮ ଟଙ୍କା ଭାରତୀୟ ମୁଦ୍ରା) ରୋଜଗାର କରିବା ପରେ ଟଙ୍କା ଦେଇଥାଏ। ସେହିପରି ଲୋକମାନଙ୍କୁ ଏହି ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇଦିଆଯିବ।

earnଆପଣ ଏହି ସାଇଟରେ ବିଜ୍ଞାପନ ଉପରେ କ୍ଲିକ କରି ଟଙ୍କା ରୋଜଗାର କରିପାରିବେ। ମିଡିଆ ରିପୋର୍ଟ ଅନୁଯାୟୀ ଗତବର୍ଷ ଲୋକମାନେ ଏହି ସାଇଟ୍‌ ଜରିଆରେ ପ୍ରତିମାସ ୧୫୦୦୦ ରୁ ୨୦,୦୦୦ ଟଙ୍କା କମାଇଥିଲେ। ସେହିପରି ଏହି ସାଇଟ୍‌ ଆପଣଙ୍କୁ ରୋଜଗାରର ଗରିଆ କହିଥାଏ।

Swagbucks

swagbukxଆପଣ ଏହି ସାଇଟରେ ଭିଡିଓ ଦେଖି ସର୍ଭେର ଉତ୍ତର ଦେଇ ଟଙ୍କା କମାଇପାରିବେ। ଏହି ସାଇଟ ଆପଣଙ୍କୁ ରୋଜଗାରର ପଏଣ୍ଟ ଭାବରେ ଦେବ। ଆପଣ ଏହି ପଏଣ୍ଟକୁ ଆମାଜନ ଭଳି ସାଇଟରେ ରିଡିମ୍‌ କରିପାରିବେ।