ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କରିବାକୁ ପଡିବ ପାନ୍‌ କାର୍ଡ-ଆଧାର ଲିଙ୍କ୍

ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କରିବାକୁ ପଡିବ ପାନ୍‌ କାର୍ଡ – ଆଧାର ଲିଙ୍କ୍ । ଏହି ନିଦ୍ଧାରିତ ତାରିଖ ସୁଦ୍ଧା ଲିଙ୍କ୍ ନ କଲେ ଅକ୍ଟୋବର ୧ ତାରିଖରୁ ପାନ କାର୍ଡ ‘INOPERATIVE’ ହେବ । ପୂର୍ବରୁ ପାନ୍‌ – ଆଧାର ଲିଙ୍କ ନ କଲେ ପାନ ଇନଭେଲିଡ ହେବ ବୋଲି ନିୟମ ଥିଲା । ଏବେ ଏହା  ‘INOPERATIVE’ ହେବ । ତେବେ ‘INOPERATIVE’ର ସଂଜ୍ଞା କଣ ଏ ନେଇ ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ମତ ରହିଛି । ତେବେ ‘INOPERATIVE’ର ସଂଜ୍ଞା କଣ ତାହା ସରକାରୀ ଭାବେ କୁହାଯାଇ ନାହିଁ ।

ଏହାସହ ପଢନ୍ତୁ:

ଏଣିକି ଗୁଗୁଲ୍‌ ଆପ୍‌ରେ ଉପଲବ୍ଧ ହେବ ଓଡ଼ିଆ ଭାଷାର ଆପ୍ଲିକେସନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.