ଆସିଲା ନେଟଫ୍ଲିକ୍ସର ସବୁଠୁ ଶସ୍ତା ମାସିକ ରିଚାର୍ଜ ପ୍ଳାନ, ଯାହା ରହିଛି ୨୦୦ ଟଙ୍କାରୁ ବି କମ୍‌

୧୪୯ ଟଙ୍କାରେ ଉଠାନ୍ତୁ Netflixର ମଜା।  ଯାହା କି ସାଧାରଣ ମୋବାଇଲ ରିଚାର୍ଜରୁ ବି କମ। ନେଟଫ୍ଳିକ୍ସର ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ଅଧିକ ବେନିଫିଟ୍ସ ମିଳିବ। ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ଦୁଇଟି ସ୍କ୍ରିନ ମିଳିବ। ଏଥିରେ ଗୋଟିଏ ସ୍କ୍ରିନ ଟାବଲେଟର ରହିଛି। ଅନ୍ୟ ଟି ଫୋନର ସ୍କ୍ରିନ। ଦୁଇ ଜଣ ୟୁଜର୍ସ ଏକ ସାଙ୍ଗରେ ଏହି ଦୁଇଟି ସ୍କ୍ରିନର ଲାଭ ଉଠାଇପାରିବେ।

ନେଟଫ୍ଲିକ୍ସ ଆଣୁଛି ବଢ଼ିଆ ସବସ୍କ୍ରିପସନ। ଆଜି କା ଦିନରେ ଯଦି ଲୋକପ୍ରିୟତାରେ ସିନେମାକୁ ଯଦି କେହି ଟକ୍କ ର ଦେଉଛି ତେବେ ତାହା ହେଉଛି ଓଟିଟି ପ୍ଲାଟଫର୍ମ। ଯଦି ଆପଣ ବି ଓଟିଟି କଣ୍ଟେଟ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ବହୁତ ଭଲ ଫାଇଦା ଦେବ। ଅନଲାଇନ ଭିଡିଓ ଷ୍ଟ୍ରିମିଂ କମ୍ପାନୀ ନେଟଫ୍ଲିକ୍ସ ଭାରତୀୟ ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ ଆରମ୍ଭ କରିଛି। ଆଜି ଜାଣନ୍ତୁ ଯେ ଆପଣ କିପରି ନେଟଫ୍ଲିକ୍ସରେ ସବସ୍କ୍ରିପସନ ପ୍ଲାନକୁ ଅତି କମ ଦାମରେ ପାଇପାରିବେ।

ନେଟଫ୍ଳିକ୍ସର ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ଅଧିକ ବେନିଫିଟ୍ସ ମିଳିବ। ନେଟଫ୍ଲିକସ୍‌ ଏମିତି ଏକ ପ୍ଲାଟଫର୍ମ ଯେଉଁଥିରେ ଅନେକ ଲୋକ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ନେଟଫ୍ଳିକ୍ସ ନା ହିଁ କେବଳ ଆପଣଙ୍କୁ ଭଲ କ୍ୱାଲିଟିର କଣ୍ଟେଟ ଦିଏ ତାହା ନୁହେଁ ଏଥିରେ ଆପଣ ଅନେକ ଭେରାଇଟି ଅପସନ ମଧ୍ୟ ପାଇବେ। ଯେଉଁଥିରେ ଆପଣ ନିଜ ମନ ପ ସନ୍ଦର କଣ୍ଟେଟକୁ ଚୁଜ କରିପାରିବେ। ଏଥିରେ ଆପଣ ନିଜ ପସନ୍ଦ ଭାଷାର ଫିଲ୍ମ ଓ େଓ୍ଵବସିରିଜ ଦେଖିପାରିବେ। ଏମିତିକି ଆପଣ ଏଥିରେ ଟିଭି ସୋ ମଧ୍ୟ ପାଇପାରିବେ।

ସାଧାରଣ ଭାବେ ଏସବୁର ପ୍ଲାନ ରେଟ୍‌ ଅଧିକ ରହୁଥିବା କାରଣରୁ ଚାହିଁଲେ ବି ସମସ୍ତେ ବ୍ୟବହାର କରିପାରନ୍ତି ନାହିଁ। କିଛି ସମୟ ପୂର୍ବରୁ ନେଟଫ୍ଲିକ୍ସ ଏକ ନୂଆ ପ୍ଲାନର ଆନାଉସମେଣ୍ଟ କରିଛି। ଯେଉଁଥିରେ ଏବେ ଶସ୍ତା ଲଞ୍ଚ ହୋଇଛି। ଏହି ପ୍ଲାନ ଭାରତରେ କେବେ ଆଉ କେତେ ଦାମରେ ଲଞ୍ଚ ହେବ ଜାଣନ୍ତୁ ..

ତେବେ କିଛି ଜଣଙ୍କୁ ଏହାର ରିଚାର୍ଜ ପ୍ଲାନ ମହଙ୍ଗା ଲାଗେ। ଯଦି ଆପଣ ବି ଏହା ଭାବୁଛନ୍ତି ତେବେ ଏହା ଭୁଲ। ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ପ୍ଳାନ ବିଷୟରେ କହିବୁ ଯାହାକୁ ଜାଣିବା ପରେ ଆପଣ ଖୁସି ହୋଇଯିବେ। ଏଥିରେ ସମସ୍ତେ ନିଜ ବଜେଟରେ ମନୋରଞ୍ଜନ କରିପାରିବେ। ଆପଣ ଏହାର ଦାମ ଶୁଣିଲେ ଆହୁରି ଖୁସି ହୋଇଯିବେ। ଜାଣନ୍ତୁ ଶୀଘ୍ର ଏହି ପ୍ଲାନ ବିଷୟରେ..

ନେଟଫ୍ଳିକ୍ସର ଯେଉଁ ପ୍ଳାନ ବିଷୟରେ କହିବୁ ତାହାର ଦାମ ହେଉଛି ମାତ୍ର ୧୪୯ ଟଙ୍କା। ଯାହା କି ସାଧାରଣ ମୋବାଇଲ ରିଚାର୍ଜରୁ ବି କମ। ଏହି ପ୍ଳାନ କିଛି ମାସ ପୂର୍ବରୁ ପାଖାପାଖି ୧୯୯ ଟଙ୍କା ଥିଲା। କିନ୍ତୁ କମ୍ପାନୀ ଏହାକୁ କମାଇ ଦେଇଛି। ଯାହା କାରଣରୁ ଏହା ସାଧାରଣ ଲୋକଙ୍କ ବଜେଟକୁ ସୁହାଇବ। ଏମିତି ନୁହେଁ ଯେ ଦାମ କମ ହେଲା ପରେ ଏଥିରେ ବେନିଫିଟ୍ସ କମ ମିଳିବ। ଏଥିରେ ଆପଣଙ୍କୁ ବହୁତ ବେନିଫିଟ୍ସ ମିଳିବ।

ଏଥିରେ ଦିଆଯାଉଥିବା ବେନିଫିଟ୍ସ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ଦୁଇଟି ସ୍କ୍ରିନ ମିଳିବ। ଏଥିରେ ଗୋଟିଏ ସ୍କ୍ରିନ ଟାବଲେଟର ରହିଛି। ଅନ୍ୟ ଟି ଫୋନର ସ୍କ୍ରିନ। ଦୁଇ ଜଣ ୟୁଜର୍ସ ଏକ ସାଙ୍ଗରେ ଏହି ଦୁଇଟି ସ୍କ୍ରିନର ଲାଭ ଉଠାଇପାରିବେ। ଏଥିରେ ଆପଣ ଗୁଡ଼ କ୍ୱାଲିଟିର ଭିଜୁଆଲ ଏକ୍ସପିରିଏନ୍ସ ମିଳୁଛି। ଏହି ପ୍ଳାନରେ ୪୮୦ ପିକ୍ସଲର ରିଜଲ୍ୟୁସନ ଦେଖିବାକୁ ପାଇବେ। ଏମିତିରେ କମ ଟଙ୍କାରେ ୟୁଜର୍ସ ବଢ଼ିଆ ଲାଭ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.