OPPO ର ବଢ଼ିଆ କ୍ୟାମେରାବାଲା ଫୋନ ହେଲା ଲଞ୍ଚ ,ଜାଣନ୍ତୁ F21 Proର ବେଷ୍ଟ ୫  ଫିଚର୍ସ  

OPPO F21 Pro On Amazon : ନୂଆ ଫୋନ କିଣିବାର ଅଛି ତ ଆମେଜନ ରେ OPPO F21 Pro ର ଡ଼ିଲ ଜରୁର ଚେକ କରନ୍ତୁ |ଏହି ଫୋନ ଉପରେ ଲାଞ୍ଚ ହେବାକ୍ଷଣି 5 ହଜାରର କ୍ୟାସ ଡ଼ିସକାଉଣ୍ଟ ,1000 ଟଙ୍କାର ବ୍ୟାଙ୍କ ଫେରସ୍ତ ଏବଂ 14 ହଜାରରୁ ଅଧିକ ଏକ୍ସଚେଞ୍ଜ ବୋନସ ରଖାଯାଇଛି |ଏହି ଫୋନ 15 ଏପ୍ରିଲ ରୁ ଅମେଜନ ରେ ମିଳିବ |ଜାଣନ୍ତୁ ଏହି ଫୋନ୍ ର ସବୁଠାରୁ ଭଲ ଫିଚର୍ସ ବିଷୟରେ |

1-  ଫୋନର ଅଲଟ୍ରା ସିମ ରେଟରୋ ଡିଜାଇନ ଏବଂ ଫାଇବର ଗ୍ଲାସ ଲେଦର ଫିନିସ ଲୁକ ଅଛି |ଫୋନ୍ ରେ ନୋଟିଫିକେସନ ପାଇଁ Orbit ଲାଇଟ ଦିଆଯାଇଛି |

2-  ଟ୍ରିପଲ ରିୟର କ୍ୟାମେରା ଯେଉଁଥିରେ ମେନ କ୍ୟାମେରା 64MP ଅଛି |ଏଥିରେ ମାଇକ୍ରୋଲେନ୍ସ ସାଥିରେ ଦୁଇଟି କ୍ୟାମେରା 2MP ର ଅଛି |ଫୋନ୍ ରେ 32MPର ବଢ଼ିଆ ସେଲଫି କ୍ୟାମେରା ଅଛି ଯେଉଁଥିରେ Sony IMX709 Sensor ଲାଗିଛି |

3-  4500 mAhର ବ୍ୟାଟେରୀ ଅଛି ଯାହା 33W SUPERVOOC ଚାରଜିଙ୍ଗ କୁ ସପୋର୍ଟ କରୁଛି |ଏହି ଫିଚରରେ କେବଳ 5 ମିନିଟ୍ ରେ ଫୋନ 3 ଘଣ୍ଟା ପାଇଁ ଚାର୍ଜ ହୋଇ ଯାଉଛି |

4-  6.43 ଇଞ୍ଚର FHD AMOLED ପଞ୍ଚ ହୋଲ ଡ଼ିସ୍ ପ୍ଲେ ଅଛି |

5-  8GB RAMଏବଂ 128 GBର ଷ୍ଟୋରେଜ ଅଛି | ଫୋନ୍ କ ବ୍ଲାକ ଏବଂ ଅରେଞ୍ଜ ରଙ୍ଗରେ ଲଞ୍ଚ କରାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.