Below header

୨୨ ଫେବୃୟାରୀରେ ଲଞ୍ଚ୍‌ ହେବ ‘Oppo Find X2’, ଜାଣନ୍ତୁ ଏହାର ଜବରଦସ୍ତ ଫିଚର

Oppo Find X2କୁ ନେଇ ଲମ୍ବା ସମୟ ଧରି ଚର୍ଚ୍ଚା ହୋଇଆସୁଥିଲା। ଏବେ କମ୍ପାନୀ ଲଞ୍ଚିଙ୍ଗ୍‌ ଇଭେଣ୍ଟ ପାଇଁ ବିଦେଶୀ ମିଡିଆକୁ ଇନ୍‌ଭାଇଟ ପଠାଇ ଦେଇଛି। ଏଥିପାଇଁ ୨୨ ଫେବୃୟାରୀରେ ବାର୍ସିଲୋନାରେ Oppo ଦ୍ୱାରା ପ୍ରି-MWC 2020 ଇଭେଣ୍ଟର ଆୟୋଜନ କରାଯାଉଛି। ଏଥିରେ Oppo Find X2 ଫୋନ୍‌କୁ ଉପସ୍ଥାପନ କରାଯିବ ବୋଲି ଖବର ସାମ୍ନାକୁ ଆସୁଛି।

o4

Oppoର ଭାଇସ୍‌ ପ୍ରେସିଡେଣ୍ଟ ତଥା ଗ୍ଲୋବାଲ ସେଲ୍ସ ପ୍ରେସିଡେଣ୍ଟ Alen Wuଙ୍କ ସୂଚନା ମୁତାବକ, Oppo Find X2ର ଏହି ଅପ୍‌ଗ୍ରେଡରେ 120Hz ରିଫ୍ରେଶ୍‌ ରେଟ୍‌ ସହିତ 2K ଡିସ୍‌ପ୍ଲେ, ଲାଟେଷ୍ଟ ସ୍ନାପ୍‌ଡ୍ରାଗନ ୮୬୫ ପ୍ରୋସେସର ଏବଂ 65W Super VOOC ଫାଷ୍ଟ୍‍ ଚାର୍ଜିଂର ସପୋର୍ଟ ମିଳିବ।

o1

ଏବେ କେବଳ Oppo Reno Aceରେ ଏହି ସପୋର୍ଟ ମିଳୁଛି। Oppo Inno Day 2019ରେ କମ୍ପାନୀ ସୂଚନା ଦେଇଥିଲା କି Q1 2020ରେ Oppo Find X2କୁ ଲଞ୍ଚ୍‌ କରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.