Below header

Realme Republic Sale: ଜଲଦି କରନ୍ତୁ, ଏହି ସ୍ମାର୍ଟ ଫୋନ ଗୁଡିକ ଉପରେ ମିଳିବ ୨ ହଜାର ଟଙ୍କା ପର୍ଯ୍ୟନ୍ତର ଛାଡ

ଗଣତନ୍ତ୍ର ଦିବସ ଅବସରରେ Realme କମ୍ପାନୀ ନିଜର ରିପବ୍ଲିକ ସେଲ ଜାରି କରିଛନ୍ତି । ଏହି ଅଫରରେ କମ୍ପାନୀ ନିଜ ୬ ସ୍ମାର୍ଟ ଫୋନ ଉପରେ ଧମାକାଦାର ଅଫର ଦେବ ବୋଲି ଜଣାଯାଇଛି । କମ୍ପାନୀର ‘Real Public sale’ ଆସନ୍ତା ୧୯ ତାରିଖରୁ ରୁ ଆରମ୍ଭ ହୋଇ ଜାନୁଆରୀ ୨୨ ପର୍ଯ୍ୟନ୍ତ ଚାଲିବ । Realme 3 ଉପରେ ୧୦୦୦ ହଜାର ଟଙ୍କା ରିହାତି ଦିଆଯିବା କାରଣରୁ ଏହାର ମୂଲ୍ୟ ୬,୯୯୯ ଟଙ୍କାକୁ ଖସି ଆସିଛି । ୩ ଜିବି ରାମ ସହ ୩୨ ଜିବିର ଏହି ଫୋନ ସାଧାରଣ ସମୟରେ ୭,୯୯୯ ଟଙ୍କାରେ ବଜାରରେ ଉପଲବ୍ଧ ହୋଇଥାଏ । କିନ୍ତୁ ୩ ଜିବି ରାମ ସହ ୬୪ ଜିବି ଷ୍ଟୋରେଜର ଏହି ଫୋନ ୭,୯୯୯ ଟଙ୍କାରେ ଉପଲବ୍ଧ ହୋଇଥାଏ ।

realme ଅନ୍ୟ ପକ୍ଷରେ Realme 5 Proର ଫୋନ ମାତ୍ର ୧୧,୯୯୯ ଟଙ୍କାରେ ମିଳିବ । ୪ ଜିବି ରାମ ସହ ୬୪ ଜିବି ଷ୍ଟୋରେଜର ଏହି ଫୋନ ସାଧାରଣ ସମୟରେ ୧୩,୯୯୯ ଟଙ୍କାରେ ବଜାରରେ ଉପଲବ୍ଧ ହୋଇଥାଏ । ଅନ୍ୟ ପକ୍ଷରେ ୮ ଜିବି ରାମ ସହ ଓ ୧୨୮ ଜିବି ଭାରିୟାଣ୍ଟ ଵାଲା ଫୋନ ରିହାତି ଦର ସହ ୧୪,୯୯୯ ଟଙ୍କାରେ ମିଳି ପାରିବ । ଏହାବାଦ Realme ଏକ୍ସ ଉପରେ ୨ ହଜାର ଟଙ୍କା ଓ Realme XC ଉପରେ ଏକ ହଜାର ଟଙ୍କାର ଡ଼ିସକାଉଣ୍ଟ ମିଳିପାରିବ । ଅନ୍ୟ ପକ୍ଷରେ ରିପବ୍ଲିକ ଡେ ସେଲରେ Realme ବଡ଼ ଉପରେ ୧୦୦ ଟଙ୍କା ପର୍ଯ୍ୟନ୍ତର ଛାଡ ମିଳିବ | ଯାହାଦ୍ୱାରା ଆପଣ ଏହାକୁ ମାତ୍ର ୪୯୯ ଟଙ୍କାରେ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.