Below header

ଆଜି ଭାରତୀୟ ବଜାରରେ ଲଞ୍ଚ ହେଉଛି Samsung Galaxy F 41, ଦଶହରାରେ ନିଶ୍ଚିନ୍ତ କିଣନ୍ତୁ ଏହି ଫୋନ

Samsung କମ୍ପାନୀର ନୂଆ ସ୍ମାର୍ଟଫୋନ Samsung Galaxy F 41 ଆଜି ଭାରତୀୟ ବଜାରରେ ଲଞ୍ଚ ହୋଇଛି । Samsung କମ୍ପାନୀର F ସିରିଜର ଏହା ପ୍ରଥମ ଫୋନ । ସାମସଙ୍ଗର ଏହି ଫୋନ ୬୦୦୦ mAh ବ୍ୟାଟେରୀ ସହ ଏମୋଲେଡ ସପୋର୍ଟ ବି ମିଳିବଏହି ଫୋନରେ ଗ୍ରାହକଙ୍କୁ ୬୪ ମେଗାପିକ୍ସଲ କ୍ୟାମେରା ସପୋର୍ଟ ମିଳିପାରିବ । ଏହାବାଦ ଏହି ଫୋନରେ ଟ୍ରିପଲ ରିୟର କମ୍ପାନୀ ସେଟଅପ ମିଳିପାରିବ । ସନ୍ଧ୍ୟା ୫.୩୦ ମିନିଟରେ କମ୍ପାନୀ ତରଫରୁ ଏହି ନୂଆ ଫୋନ ଲଞ୍ଚ କରାଯିବା ନେଇ ସ୍ଥିର ହୋଇଛି । କରୋନା କାରଣରୁ ଏହି ଲଂଚିଙ୍ଗ ପ୍ରୋଗ୍ରାମ ସାମସଙ୍ଗର ସୋସିଆଲ ମିଡିୟା ହ୍ୟାଣ୍ଡଲରେ ପବ୍ଲିସ କରାଯିବ । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ, ବଜାରରେ କମ୍ପାନୀର ଏହି ଫୋନର ମୂଲ୍ୟ ୧୫୦୦୦ ଟଙ୍କାରୁ ୨୦ ହଜାର ମଧ୍ୟରେ ରହିବ ବୋଲି ଜଣାଯାଇଛି

samsung

କହିରଖିବା ଉଚିତ ହେବକି, ଅଫିସିଆଲ ଭାବରେ ଏହି ଫୋନ ବାବଦରେ କୌଣସି ସୂଚନା ଦିଆଯାଇନାହିଁ । କିଛି ଲିକ ରିପୋର୍ଟରୁ ଏହି ସୂଚନା ମିଳିଛି ।ଫୋନରେ ଥିବା ୬୦୦୦ mAh ବ୍ୟାଟେରି ସପୋର୍ଟ ଫାଷ୍ଟ ଚାରଜିଙ୍ଗ ସପୋର୍ଟ ମିଳିପାରିବ । ଫୋନର ବ୍ୟାକ ପେନେଲ ଫିଙ୍ଗର ପ୍ରିଣ୍ଟ ସେନ୍ସର ଦିଆଯାଇଛି । ରିପୋର୍ଟ ମୁତାବକ, Samsung Galaxy F 41 ରେ Exynos 9611 ପ୍ରୋସେସର, ୬ ଜିବି ରାମ, ଏଣ୍ଡ୍ରଏଡ଼ ୧୦ ସପୋର୍ଟ ମିଳିବ । ଏହା ବାଦ ଫୋନରେ ଟାଇପ-ସି ଚାରଜିଙ୍ଗ ସପୋର୍ଟ ମିଳିପାରିବ । ଏହାସହ ସିଙ୍ଗଲ ସ୍ପିକର ମିଳିପାରିବ । ଫୋନରେ ୩.୫ ଏମଏମର ହେଡ଼ଫୋନ ଜ୍ୟାକ ମିଳିପାରିବ । ଫ୍ଲିପକାର୍ଟ ଜରିଆରେ ଏହାର ବିକ୍ରି ହେବା ନେଇ ସ୍ଥିର ହୋଇଥିବା ବେଳେ ବ୍ଲାକ, ବ୍ଲୁ, ଗ୍ରୀନ କଲରରେ ଭେରିୟାଣ୍ଟ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.