Below header

୫ ଶକ୍ତିଶାଳୀ ସ୍ମାର୍ଟଫୋନ୍, ଯାହା କେବେ ହୁଏ ନାହିଁ ହ୍ୟାଙ୍ଗ୍

ଆଜିର ସମୟରେ ସମସ୍ତଙ୍କ ପକେଟରେ ସ୍ମାର୍ଟଫୋନ ଥିବା ନିଶ୍ଚିତ । ସ୍ମାର୍ଟଫୋନ ଯେ ଆମକୁ ଆହୁରୀ ସ୍ମାର୍ଟ କରିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ଯେଉଁମାନେ ସ୍ମାଟଫୋନ୍ ବ୍ୟବହାର କରୁଛନ୍ତି ସେମାନେ ଏକଥା ନିଶ୍ଚୟ ଅନୁଭବ କରିଥିବେ ଯେ କିଛି ଦିନ ବ୍ୟବହାର ପରେ ଧୀରେ ଫୋନ୍ ସ୍ଲୋ ହେବା ଆରମ୍ଭ କରିଥାଏ । ଏହା ସହ ହ୍ୟାଙ୍ଗ୍ ମଧ୍ୟ ହୋଇଥାଏ । ଆଜି ଆମେ ଏମିତି କିଛି ଶକ୍ତିଶାଳୀ ସ୍ମାର୍ଟଫୋନ୍ ବିଷୟରେ କହିବୁ ଯାହା କେବେ ହ୍ୟାଙ୍ଗ୍ ହୋଇନଥାଏ । କାରଣ ଏହି ସବୁ ସ୍ମାର୍ଟ ଫୋନରେ ରହିଛି ସ୍ମାର୍ଟ ଫିଚର । ଏବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନ୍ ବିଷୟରେ ।

Asus ROG Phone

asusଡିସପ୍ଲେ : ୬.୦ ଇଞ୍ଚ ଆମୋଲ୍ଡ
ରାମ : ୮ ଜିବି
ଇଣ୍ଟରନାଲ୍ ଷ୍ଟୋରେଜ୍ : ୧୨୮/୫୧୨ ଜିବି
ରିୟର୍ କ୍ୟାମେରା : ୧୨+୮ ମେଗାପିକ୍ସେଲ୍
ସେଲଫି କ୍ୟାମେରା : ୮ ମେଗାପିକ୍ସେଲ୍
ବ୍ୟାଟେରୀ : ୪୦୦୦ଏମଏମଏଚ୍
ପ୍ରୋସେସର୍ : କ୍ବାଲକମ୍ ସ୍ନାପଡ୍ରାଗନ୍ ୮୪୫

ଏହା ସହ ପଢନ୍ତୁ ଆପଣଙ୍କ ଟିଭିରେ ବି ହୋଇପାରେ ଭାଇରସ୍ ଆଟାକ୍, ଏପରି ରଖନ୍ତୁ ସୁରକ୍ଷିତ

Xiaomi Black Shark Helo

Xiaomi Black Shark Heloଡିସପ୍ଲେ : ୬.୦୧ ଇଞ୍ଚ ଆମୋଲ୍ଡ
ରାମ : ୮ ଜିବି
ଇଣ୍ଟରନାଲ୍ ଷ୍ଟୋରେଜ୍ : ୬୪ ଜିବି
ରିୟର୍ କ୍ୟାମେରା : ୧୨+୨୦ ମେଗାପିକ୍ସେଲ୍
ସେଲଫି କ୍ୟାମେରା : ୨୦ ମେଗାପିକ୍ସେଲ୍
ବ୍ୟାଟେରୀ : ୪୦୦୦ଏମଏମଏଚ୍
ପ୍ରୋସେସର୍ : କ୍ବାଲକମ୍ ସ୍ନାପଡ୍ରାଗନ୍ ୮୪୫

Huawei Mate 20 Pro

Huawei Mate 20 Pro

ଡିସପ୍ଲେ : ୬.୩୯ ଇଞ୍ଚ ଆମୋଲ୍ଡ
ରାମ : ୮ ଜିବି
ଇଣ୍ଟରନାଲ୍ ଷ୍ଟୋରେଜ୍ : ୧୨୮ ଜିବି
ରିୟର୍ କ୍ୟାମେରା : ୪+୪୦+୨୦ ମେଗାପିକ୍ସେଲ୍
ସେଲଫି କ୍ୟାମେରା : ୨୪ ମେଗାପିକ୍ସେଲ୍
ପ୍ରୋସେସର୍ : କିରିନ୍ ୯୮୦

Honor Magic 2

Honor Magic 2ଡିସପ୍ଲେ : ୬.୩ ଇଞ୍ଚ ଆମୋଲ୍ଡ
ରାମ : ୬/୮ ଜିବି
ଇଣ୍ଟରନାଲ୍ ଷ୍ଟୋରେଜ୍ : ୧୨୮ ଜିବି/୨୫୬ ଜିବି
ରିୟର୍ କ୍ୟାମେରା : ୧୬+୨୪ + ୧୬ ମେଗାପିକ୍ସେଲ୍
ସେଲଫି କ୍ୟାମେରା : ୧୬+୨ ମେଗାପିକ୍ସେଲ୍
ବ୍ୟାଟେରୀ : ୩୫୦୦ଏମଏମଏଚ୍
ପ୍ରୋସେସର୍ : ୨.୬ଏଐଚ୍ଛ କ୍ଟମଗ୍ଧବ-ମକ୍ଟକ୍ସର

OnePlus 6T

OnePlus 6Tଡିସପ୍ଲେ : ୬.୪ ଇଞ୍ଚ ଆମୋଲ୍ଡ
ରାମ : ୬/୮ ଜିବି
ଇଣ୍ଟରନାଲ୍ ଷ୍ଟୋରେଜ୍ : ୧୨୮ ଜିବି/୨୫୬ ଜିବି
ରିୟର୍ କ୍ୟାମେରା : ୧୬+୨୦ ମେଗାପିକ୍ସେଲ୍
ସେଲଫି କ୍ୟାମେରା : ୧୬ ମେଗାପିକ୍ସେଲ୍
ବ୍ୟାଟେରୀ : ୩୭୦୦ଏମଏମଏଚ୍
ପ୍ରୋସେସର୍ : ଏଡ୍ରେନୋ ୬୩୦ ସ୍ନାପଡ୍ରାଗନ୍ ୮୪୫

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.