ଭାରତରେ ଶସ୍ତା ହେଲା Vivo ର ଏହି ଦୁଇଟି ସ୍ମାର୍ଟଫୋନ, ଜାଣିନିଅନ୍ତୁ ନୂଆ ମୂଲ୍ୟ

ଆପଣ ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ଭିଭୋର ଦୁଇଟି ସ୍ମାର୍ଟଫୋନ Vivo S1 Pro ଏବଂ Vivo Y50 । ଏହି ଦୁଇଟି ଫୋନ ମୂଲ୍ୟ ହଜାରେ ଟଙ୍କା ପର୍ଯ୍ୟନ୍ତ କମ୍‌ ହୋଇଛି। ଆମାଜନ ଏବଂ ଫ୍ଲିପକାର୍ଟରେ ଏହି ନୂଆ ମୂଲ୍ୟ ଦେଖିବାକୁ ମିଳିଛି। ଅଫଲାଇନ ଷ୍ଟୋରରେ ମଧ୍ୟ ଏହି ମୂଲ୍ୟ ରହିଛି।

Vivo Y50 କୁ କମ୍ପାନୀ ଜୁନରେ ଲଞ୍ଚ କରିଥିବା ବେଳେ Vivo S1 Pro କୁ ଜାନୁଆରୀରେ ଲଞ୍ଚ କରିଥିଲା। ଏହି ଦୁଇଟି ଯାକ ଫୋନର ଦୁଇଟି ଭାରିଅଣ୍ଟ ଫୋନରେ ଏହି ହ୍ରାସ ଦେଖିବାକୁ ମିଳିଛି। ମାର୍ଚ୍ଚରେ ଏହି ଫୋନର ମୂଲ୍ୟ ୧୦୦୦ ଟଙ୍କା କମିଥିଲା। କିନ୍ତୁ ଏପ୍ରିଲରେ ଜିଏସଟି ବୃଦ୍ଧି ଯୋଗୁଁ ଫୋନର ମୂଲ୍ୟ ବୃଦ୍ଧି ପାଇଥିଲା।

phone vivo

ଏହି ଫୋନ ୧୮,୯୯୦ ଟଙ୍କାରେ ଆମାଜନ, ଫ୍ଲିପକାର୍ଟ, ଅଫଲାଇନ ରିଟେଲର୍ସ ଷ୍ଟୋର ଏବଂ ଭିଭୋ ଅନଲାଇନ ଷ୍ଟୋରରେ ମିଳୁଛି। ଏହି ଦୁଇଟି ଫୋନରେ ସ୍ନାପଡ୍ରାଗନ ୬୬୫ ପ୍ରୋସେସର ସହିତ ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.