ମାଙ୍କଡ ଭୟରେ ତାଟି କବାଟ ପଡୁଛି ଗାଁରେ, ଠେଙ୍ଗା ଧରି ଜଗୁଛନ୍ତି ଲୋକେ
ସାଲେପୁର (କେନ୍ୟୁଜ) : ଶାନ୍ତିରେ ଶୁଆଇ ଦେଉନି, ଗାଁରେ ଠେଙ୍ଗା ଧରି ବସିଛନ୍ତି । ପାଳି କରି କରି ଜଗୁଛନ୍ତି । ଏକଦମ୍ ନାକେଦମ୍ କରି ରଖିଛନ୍ତି ଗାଁ ଲୋକଙ୍କୁ । ଲୋକେ ଏଠି କାହାକୁ ଜଗିଛନ୍ତି ଜାଣିଛନ୍ତି ମାଙ୍କଡକୁ । ମାଙ୍କଡ ଗାଁରେ ଖେଳାଇଛି ଆତଙ୍କ । ଶୁଆଇ ବସାଇ ଦେଉନି ଖାଲି କରୁଛି ଆକ୍ରମଣ ।
ହଁ ଆଜ୍ଞା ମାତିଛି ଦନ୍ତା । ଦନ୍ତାର ଦାନ୍ତ ଚୋଟରେ ଲହୁଲୁହାଣ ହେଲେ ଲୋକେ । କଟକ ଜିଲ୍ଲା ସାଲେପୁର ବ୍ଲକ ମିର୍ଜାପୁର…
Read More...