Below header

୧୩ଟି ଲୋକସଭା ଆସନ ପାଇଁ ପ୍ରମୁଖ ଦଳଙ୍କ ପ୍ରାର୍ଥୀ ଚୂଡ଼ାନ୍ତ, ଜାଣନ୍ତୁ ଟକ୍କର ଦେଉଛି କିଏ କାହାକୁ

ଭୁବନେଶ୍ୱର : ରାଜ୍ୟର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ସ୍ଥାନରେ ପ୍ରମୁଖ ଦଳଙ୍କ ପ୍ରାର୍ଥୀ ଚୂଡ଼ାନ୍ତ ହୋଇ ସାରିଛି। ଜୋରଦାର ପ୍ରଚାର ମଧ୍ୟ ଆରମ୍ଭ ହୋଇଯାଇଛି।  ଆସନ୍ତୁ ନଜର ପକାଇବା ଏହି ୧୩ଟି ସ୍ଥାନର ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ତାଲିକା ଉପରେ ।

ଆସିକା
ବିଜେଡି-ପ୍ରମିଳା ବିଷୋୟୀ
ବିଜେପି-ଅନୀତା ପ୍ରିୟଦର୍ଶିନୀ
ସିପିଆଇ-ରାମକୃଷ୍ଣ ପଣ୍ଡା

ବାଲେଶ୍ୱର
ବିଜେଡି-ରବୀନ୍ଦ୍ର ଜେନା
ବିଜେପି-ପ୍ରତାପ ଷଡ଼ଙ୍ଗୀ
କଂଗ୍ରେସ-ନବଜ୍ୟୋତି ପଟ୍ଟନାୟକ

ବରଗଡ଼
ବିଜେଡି-ପ୍ରସନ୍ନ ଆଚାର୍ଯ୍ୟ
ବିଜେପି-ସୁରେଶ ପୂଜାରୀ
କଂଗ୍ରେସ-ପ୍ରଦୀପ ଦେବତା

ବ୍ରହ୍ମପୁର
ବିଜେଡି – ଚନ୍ଦ୍ରଶେଖର ସାହୁ
ବିଜେପି- ଭୃଗୁ ବକ୍ସିପାତ୍ର
କଂଗ୍ରେସ- ଭି. ଚନ୍ଦ୍ରଶେଖର ନାଇଡୁ

ଭୁବନେଶ୍ୱର
ବିଜେଡି-ଅରୂପ ପଟ୍ଟନାୟକ
ବିଜେପି-ଅପରାଜିତା ଷଡ଼ଙ୍ଗୀ
ସିପିଏମ୍‌-ଜନାର୍ଦ୍ଦନ ପତି

ବଲାଙ୍ଗିର
ବିଜେଡି-କଳିକେଶ ସିଂହଦେଓ
ବିଜେପି-ସଙ୍ଗୀତା ସିଂହଦେଓ
କଂଗ୍ରେସ-ସମରେନ୍ଦ୍ର ମିଶ୍ର

କଳାହାଣ୍ଡି
ବିଜେଡି-ପୁଷ୍ପେନ୍ଦ୍ର ସିଂହଦେଓ
ବିଜେପି-ବସନ୍ତ କୁମାର ପଣ୍ଡା
କଂଗ୍ରେସ-ଭକ୍ତ ଚରଣ ଦାସ

କନ୍ଧମାଳ
ବିଜେଡି-ଡ. ଅଚ୍ୟୁତ ସାମନ୍ତ
ବିଜେପି-ଖାରବେଳ ସ୍ୱାଇଁ
କଂଗ୍ରେସ-ମନୋଜ ଆଚାର୍ଯ୍ୟ

କେନ୍ଦ୍ରାପଡ଼ା
ବିଜେଡି-ଅନୁଭବ ମହାନ୍ତି
ବିଜେପି-ବୈଜୟନ୍ତ ପଣ୍ଡା
କଂଗ୍ରେସ-ଧରଣୀଧର ନାୟକ

କୋରାପୁଟ
ବିଜେଡି-କୌଶଲ୍ୟା ହିକକା
ବିଜେପି-ଜୟରାମ ପାଙ୍ଗୀ
କଂଗ୍ରେସ-ସପ୍ତଗିରି ଉଲ୍ଲାକା

ନବରଙ୍ଗପୁର
ବିଜେଡି-ରମେଶ ମାଝି
ବିଜେପି-ବଳଭଦ୍ର ମାଝି
କଂଗ୍ରେସ-ପ୍ରଦୀପ ମାଝି

ପୁରୀ
ବିଜେଡି-ପିନାକୀ ମିଶ୍ର
ବିଜେପି-ସମ୍ବିତ ପାତ୍ର
କଂଗ୍ରେସ-ସତ୍ୟପ୍ରକାଶ ନାୟକ

ସୁନ୍ଦରଗଡ଼
ବିଜେଡି-ସୁନିତା ବିଶ୍ୱାଳ
ବିଜେପି-ଜୁଏଲ ଓରାମ
କଂଗ୍ରେସ-ଜର୍ଜ ତିର୍କୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.