Below header

ନିର୍ବାଚନ ଲଢ଼ିବାକୁ ଡରୁଛନ୍ତି ଧର୍ମେନ୍ଦ୍ର : ସସ୍ମିତ ପାତ୍ର

ଭୁବନେଶ୍ବର (କେନ୍ୟୁଜ୍) : ବିଜେଡି ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚଳିତ ନିର୍ବାଚନରେ କାହିଁକି ପ୍ରାର୍ଥୀ ହେଉ ନାହାନ୍ତି ଧର୍ମେନ୍ଦ୍ର, ସେନେଇ ପ୍ରଶ୍ନ କରିଛି ବିଜେଡି। ଦଳ ଚ୍ୟାଲେଞ୍ଜ କରିଛି, ନିର୍ବାଚନ ଲଢ଼ିବାକୁ ସେ ଡରୁଛନ୍ତି। ଯଦି ଧର୍ମେନ୍ଦ୍ରଙ୍କର ସତ ସାହସ ଅଛି, ତେବେ ନିର୍ବାଚନ ଲଢନ୍ତୁ। କେଉଁ ଆସନରୁ ଲଢ଼ିବେ ଘୋଷଣା କରନ୍ତୁ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ରଙ୍କୁ ପରାଜୟର ଭୟ ଘାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.