Below header

ଯାଜପୁରରେ ଜନ୍ମେଜୟ ଲେଙ୍କାଙ୍କୁ ବିପୁଳ ସମ୍ବର୍ଦ୍ଧନା

ଯାଜପୁର (କେନ୍ୟୁଜ୍) : କଂଗ୍ରେସ ନେତା ଜନ୍ମେଜୟ ଲେଙ୍କା। ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର‌୍ୟ୍ୟ ଏବଂ ଦ୍ରୁଢ଼ ନେତ୍ରୁତ୍ବ ଉପରେ ଆସ୍ଥା ପ୍ରକଟ କରି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିଲେ। ତେବେ ଆଜି ବଡ଼ଚଣା ବିଜେଡି ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି। ସେ ନିଜ ସମର୍ଥକଙ୍କ ସହ ଚଣ୍ଡୀଖୋଲସ୍ଥିତ ଦଳୀୟ କାର‌୍ୟ୍ୟଳୟରେ ପହଞ୍ଚିବା ପରେ ବଡଚଣା ବିଜେଡି ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଦନା ଦିଆଯାଇଛି। ଏହି କାର‌୍ୟ୍ୟକ୍ରମରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ଓ ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ପ୍ରମୁଖ ଶ୍ରୀ ଲେଙ୍କାଙ୍କୁ ସ୍ବାଗତ କରିଥିଲେ। ଆଗାମୀ ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ସହାୟତ କରିବା ସହ ବିକାଶ ଧାରାରେ ନିଜକୁ ସାମିଲ କରିବାକୁ ଏହି ଅବସରରେ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.