ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଭାବଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ।

brushaବୃଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ମନ ମିଳାଇ ଚଳନ୍ତୁ । କୌଣସି ଧର୍ମକାର‌୍ୟ୍ୟରେ ଯୋଗ ଦେଇ ପାରନ୍ତି ।

mithunaମିଥୁନ : ଗୁରୁଜନଙ୍କ ସହଯୋଗ ମିଳିବ । ସ୍ଥିରମନରେ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ ।

karkataକର୍କଟ : ସୁସ୍ୱାଦୁ ଭୋଜନ କରିବେ । ବିଦେଶ ଯାତ୍ରା ସଫଳ ହେବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଆଜି ଦିନଟି ଭଲରେ କଟିବ ।

singhaସିଂହ : ଧନ ଲାଭ ହେବା ସହ ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ମାନସମ୍ମାନ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ସଫଳତା ପାଇବେ ।

kanyaକନ୍ୟା : ମାନସମ୍ମାନ ପ୍ରାପ୍ତି ଯୋଗ ରହିଛି। ପରିବାରରେ ମନ ମିଳାଇ ଚଳନ୍ତୁ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ଧର୍ମକାର‌୍ୟ୍ୟରେ ପ୍ରତିବନ୍ଧକ ଦେଖାଦେବ ।

tulaaତୁଳା : ସୁସ୍ୱାଦୁ ଭୋଜନ କରିବେ । ଭ୍ରମଣ କରିପାରନ୍ତି । ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ ।

bichhaବିଛା : ପିତାଙ୍କ ସହଯୋଗ ପାଇବେ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

dhanuଧନୁ : ବିଦ୍ୟାର୍ଥୀ ସଚେତନ ରହନ୍ତୁ । ଅହଂଭାବ ତ୍ୟାଗ କରନ୍ତୁ । ଆୟ ଉତ୍ତମ ରହିବ । ପରିବାରର ସହଯୋଗ ପାଇବେ ।

makaraମକର : ସୁସ୍ୱାଦୁ ଭୋଜନ କରିବେ । ବାଣିଜ୍ୟ କ୍ଷେତ୍ରରେ ସଫଳତା ମିଳିବ । ଅହଂଭାବ ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

kumbhaକୁମ୍ଭ : ପେଟଜନିତ ରୋଗରେ ପଡ଼ିପାରନ୍ତି । ମାନ ସମ୍ମାନ ପ୍ରାପ୍ତି ହେବ । କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ ।

minaମୀନ : ସୁସ୍ୱାଦୁ ଭୋଜନ କରିବେ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଧର୍ମକାର‌୍ୟ୍ୟରେ ଯୋଗ ଦେବେ । ପରିବାରରେ ମନ ମିଳାଇ ଚଳନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.