ଭୁବନେଶ୍ୱରର ୧୧୨ ନମ୍ବର ବୁଥରୁ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍ ): ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଛି ଭୋଟ୍‌ ଗ୍ରହଣ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ୍‌ ଦେଇଛନ୍ତି । ଭୋଟ୍‌ ଦେବା ପାଇଁ ଭୁବନେଶ୍ୱର ଏରୋଡ୍ରମ କଲୋନୀ ବୁଥ୍‌ ନମ୍ବର ୧୧୨ରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । କିଛି ସମୟ ଲାଇନ୍‌ରେ ଛିଡ଼ା ହେବା ପରେ ଭୋଟ୍‌ ଦେଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ  କରିବ ।

Leave A Reply

Your email address will not be published.