D2hର ନୂଆ ପ୍ଲାନ୍‌, ବ୍ୟବହାରକାରୀଙ୍କୁ ମିଳିବ ୩୦ ଦିନ ପର୍ଯ୍ୟନ୍ତ ମାଗଣା ସର୍ଭିସ

D2hର ନୂଆ ‘ଲୟାଲ୍ଟୀର ରୟାଲ୍ଟୀ’ ଅଫର ଦ୍ୱାରା D2hର ଆକ୍ଟିଭ୍‌ ଏବଂ ଇନଆକ୍ଟିଭ୍‌ ୟୁଜର୍ସଙ୍କ ପାଇଁ ୩୦ ଦିନ ପାଇଁ ଏକସଟ୍ରା ସର୍ଭିସ ଅଫର କରିବ। D2h ସବସ୍କ୍ରାଇବର୍ସଙ୍କୁ ଏହି ରିଚାର୍ଜ ଅପସନ୍‌ ଦ୍ୱାରା ତିନି ମାସ, ଛଅ ମାସ କିମ୍ବା ବର୍ଷେ ପାଇଁ ଲକ୍‌ କରିବାକୁ ଚାହୁଁଛି। କେବଳ ନୁହେଁ ଟାଟା ସ୍କାଏ ଏବଂ ଏୟାରଟେଲ ଡିଜିଟାଲ ଟିଭି ମଧ୍ୟ ଏହିପରି ୩୦ ଦିନର ଏକ୍ସଟ୍ରା ସର୍ଭିସ ଦେଉଛନ୍ତି।

୭ ରୁ ୩୦ ଦିନ ପର୍ଯ୍ୟନ୍ତ ମିଳିବ ମାଗଣା ସର୍ଭିସ

ଏହାପୂର୍ବରୁ D2h ୫୫ ଦିନର ଏକ୍ସଟ୍ରା ସର୍ଭିିସ ୫୫ ମାସର ଲଙ୍ଗ୍‌ ଟର୍ମ ରିଚାର୍ଜରେ ପ୍ରୋଭାଇଡ୍‌ କରୁଥିଲା। କମ୍ପାନୀ ଏବେ ଲୟାଲ୍ଟୀ ଏବଂ ରୟାଲ୍ଟୀ ନାମରେ ରିଭାଇଜ୍‌ କରିଛି। ଏହି ଅଫରରେ ସବସ୍କ୍ରାଇବର୍ସଙ୍କୁ ଗୋଟିଏ ଚ୍ୟାନେଲକୁ ତିନି ମାସ ପର୍ଯ୍ୟନ୍ତ ରିଚାର୍ଜ କରିବା ଦ୍ୱାରା ସାତ ଦିନର ଫ୍ରୀ ସର୍ଭିସ ମିଳିବ। ଯଦି ଏହି ରିଚାର୍ଜ ୬ ମାସ କିମ୍ବା ବର୍ଷେ ପାଇଁ କରାଯିବ ତେବେ ୧୫ ରୁ ୩୦ ଦିନ ପର୍ଯ୍ୟନ୍ତ ମାଗଣା ସର୍ଭିସ ପାଇବେ। ଏହି ସର୍ଭିସ ଆକ୍ଟିଭ୍‌ ଏବଂ ଇନଆକ୍ଟିଭ ସବସ୍କ୍ରାଇବର୍ସ ଉଭୟଙ୍କ ପାଇଁ । କିନ୍ତୁ ସର୍ଭିସ ର ଲାଭ କେବଳ ୩୦ ଦିନ ପର୍ଯ୍ୟନ୍ତ ଇନଆକ୍ଟିଭ ସବସ୍କ୍ରାଇବର୍ସ ହିଁ ଉଠାଇପାରିବେ।

d2hD2h ବ୍ୟତୀତ ଟାଟା ସ୍କାଏ ଏବଂ ଡିସ୍‌ ଟିଭି ୟୁଜର୍ସଙ୍କୁ ମଧ୍ୟ ନିଜର ଲଙ୍ଗ୍‌ ଟର୍ମ ପ୍ଲାନରେ ୩ ମାସରୁ ୧୨ ମାସ ପର୍ଯ୍ୟନ୍ତ ମାଗଣା ସର୍ଭିସ ଦେଉଛନ୍ତି। ଅବଶ୍ୟ ଏଥିରେ ଇନଆକ୍ଟିଭେଟ୍‌ ୟୁଜର୍ସଙ୍କୁ ଲାଭ ମିଳିବ ନାହିଁ। ଡିସ୍‌ ଟିଭି ୟୁଜର ୩ ମାସର ରିଚାର୍ଜ କଲେ ୭ ଦିନ ଏବଂ ୬ ମାସ ରିଚାର୍ଜ କଲେ ୧୫ ଦିନର ଏକସଟ୍ରା ସର୍ଭିସର ଅଫର ପାଇପାରିବେ। ଯଦି କୌଣସି ୟୁଜର ନିଜ ଡିସ ଟିଭିକୁ ୧୧ ମାସ ପାଇଁ ରିଚାର୍ଜ କରାଉଛନ୍ତି ତେବେ ସେମାନଙ୍କୁ ୩୦ ଦିନର ଏକସଟ୍ରା ସର୍ଭିସ ମିଳିବ।

d2h

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟାଟା ସ୍କାଏ ଏହି ମାଗଣା ସେବାକୁ କମ୍ପାନୀ କ୍ୟାସବ୍ୟାକ୍‌ ରୂପେ ଦେଉଛି। ୧୨ ମାସର ସବସ୍କ୍ରିପସନ ନେବା ଦ୍ୱାରା ଟାଟା ସ୍କାଏ ୟୁଜର୍ସଙ୍କୁ ଏକ ମାସର ଫ୍ରି ସର୍ଭିସ ମିଳିବ। ଏକ ମାସର ଫ୍ରି ବୋନସ କମ୍ପାନୀ ୟୁଜରଙ୍କର ଅକାଉଣ୍ଟ ରିଚାର୍ଜ ହେବାର ୪୮ ଘଣ୍ଟା ଭିତରେ କ୍ରେଡିଟ୍‌ କରିଦେବ।

ଏହାସହ ପଢନ୍ତୁ : ଭୁଲରେ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି କି? ତେବେ ଜାଣନ୍ତୁ ଫେରି ପାଇବାର ଉପାୟ

ସେଟ୍‌ ଅପ୍‌ ବକ୍ସ ମାମଲାରେ ଅନ୍ୟ ଅପରେଟର୍ସଙ୍କ ଠାରୁ ପଛରେ ଅଛି। ଡିସ ଟିଭି ଗତ ମାସ Dish SMRT Hub Hybrid Set-Top Box ଲଞ୍ଚ କରିଥିଲା। ମଧ୍ୟ ଖୁବ୍‌ ଶୀଘ୍ର ଏପରି ସେଟ-ଟପ୍‌ ବକ୍ସ ଆଣିପାରେ।

Leave A Reply

Your email address will not be published.