ପୁଣି ରାଜ୍ୟ କଂଗ୍ରେସରେ ଜୋର ଧରିଲା ନିରଞ୍ଜନ ହଟାଓ ଅଭିଯାନ, ୧୩ଜଣ ନେତା ଗଲେ ଦିଲ୍ଲୀ

ଭୁବନେଶ୍ବର(କେନ୍ୟୁଜ୍):   ପୁଣି ରାଜ୍ୟ କଂଗ୍ରେସରେ ଜୋର ଧରିଲା ନିରଞ୍ଜନ ହଟାଓ ଅଭିଯାନ । ହାଇକମାଣ୍ଡଙ୍କୁ ଫେରାଦ ହେବା ପାଇଁ ଦିଲ୍ଲୀ ଗଲେ ବିରୋଧୀ ଗୋଷ୍ଠୀର ନେତା । ପ୍ରଥମ ପର୍ଯ୍ୟାୟରେ ୧୩ଜଣ ନେତା ଦିଲ୍ଲୀ ଯାଇଛନ୍ତି । ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବା ପାଇଁ ସେମାନେ ଏଆଇସିସି ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲଙ୍କ ନିକଟରେ ଦାବି କରିବେ ।

congress

ନିରଞ୍ଜନଙ୍କ ବଦଳରେ ବିଧାୟକ ମୋକିମଙ୍କୁ ପିସିସି ସଭାପତି କରିବାକୁ ରାଜ୍ୟ କଂଗ୍ରେସର ଏକ ଗୋଷ୍ଠୀ ଅଭିଯାନ ଚଳାଇଛନ୍ତି । ପ୍ରଦେଶ କଂଗ୍ରେସ କମିଟି ପାଇଁ ଯୁବ ନେତୃତ୍ୱରେ ଆବଶ୍ୟକ ଥିବା କହିଛନ୍ତି । ଏହାପୂର୍ବରୁ ଭୁବନେଶ୍ୱରରେ ମଧ୍ୟ ନିରଞ୍ଜନଙ୍କ ବିରୋଧୀମାନେ ମେଳି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.