ବ୍ରିଟିଶ ରାଜ ପଦ ଛାଡିଲେ ପ୍ରିନ୍ସ ହ୍ୟାରି ଓ ମେଘନ ମାର୍କଲ । ସେମାନେ ବିଟ୍ରିଶ ରାଜ ଦରବାରର ବରିଷ୍ଠ ପଦ ଛାଡିଛନ୍ତି । ଏନେଇ ହ୍ୟାରି ନିଜ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ପ୍ରିନ୍ସ ହ୍ୟାରି ଓ ପତ୍ନୀ ମେଘନ ନିଜ ଜେଜେମା ମହାରାଣୀ ଏଲିଜାବେ୍ଥ ଓ ପିତା ପ୍ରିନ୍ସ ଚାର୍ଲ୍ସଙ୍କୁ ନଜଣାଇ ଏଭଳି ନିଷ୍ପତ୍ତି ନେଇଛନ୍ତି ।