ବାସ୍କେଟବଲ୍ ପ୍ଲେୟାର କୋବେଙ୍କ ମୃତ୍ୟୁ ନେଇ ୮ ବର୍ଷ ପୂର୍ବରୁ ହୋଇଥିଲା ଭବିଷ୍ୟବାଣୀ

ବିଶ୍ବର ଚର୍ଚ୍ଚିତ ଏବଂ ମହାନ ବାସ୍କେଟବଲ୍ ଖେଳାଳୀ କୋବେ ବ୍ରାୟଣ୍ଟଙ୍କ ଗତ ୨୬ ଜାନୁଆରୀରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ତାଙ୍କର ମୃତ୍ୟୁରେ ଦେଶବ୍ୟାପୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। କିନ୍ତୁ କଣ ଆପଣ ଜାଣିଛନ୍ତି କି ଆଜି ଠାରୁ ଠିକ୍ ୮ ବର୍ଷ ପୂର୍ବରୁ ହିଁ ହେଲିକ୍ୟାପ୍ଟର ଜରିଆରେ ତାଙ୍କର ମୃତ୍ୟୁ ହେବାର ଭବିଷ୍ୟବାଣୀ ହୋଇଥିଲା।

kobe-@dotNoso ନାଁ ରେ ଟ୍ବିଯର ୟୁଜର ଗତ ୧୪ ନଭେମ୍ବର ୨୦୧୨ରେ ଏହି କଥାର ଭବିଷ୍ୟବାଣୀ କରିଥିଲେ କୋବେ ବ୍ରାୟଣ୍ଟଙ୍କ ମୃତ୍ୟୁ ଏକ ବିମାନ ଦୁର୍ଘଟଣାରେ ହିଁ ହେବ। ବର୍ତ୍ତମାନ ଏହି ଭବିଷ୍ୟବାଣୀ ସତ ହେବା ପରେ ଏହି ପୁରୁଣା ଟ୍ବିଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.