ଭୁବନେଶ୍ୱର: କରୋନା ପ୍ରଭାବ । ଆଜିଠୁ କଟକ-ଭୁବନେଶ୍ୱରରେ ବନ୍ଦ ରହିବ ସମସ୍ତ ମଲ । ଆସନ୍ତା ୩୧ ତାରିଖ ଯାଏ ମଲ୍ ବନ୍ଦ ରହିବ । ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ଅନୁଯାୟୀ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଟ୍ଵିନ ସିଟିରେ ଶତାଧିକ ମଲ ରହିଛି । ତେଣୁ ସତର୍କତା ପଦକ୍ଷେପ ମୂଳକ ସ୍ୱରୂପ ମଲ୍ ସବୁ ବନ୍ଦ ରଖାଯାଇଛି।
Prev Post