ଲକଡାଉନରେ ବାପାଙ୍କ ନିଧନ ପରେ ବି ନିଜ କାମରେ ଲାଗିଥିଲେ ଇଣ୍ଡିଆନ ଅଏଲର ଚେୟାରମ୍ୟାନ

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କାରୋନା ମହାମାରୀ ପାଇଁ ସାରା ଦେଦକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଦେଇଛନ୍ତି। ଆଉ ଲକଡାଉନର ପ୍ରଥମ ଦିନରେ ହିଁ ସବୁଠାରୁ ବଡ ତୈଳ କମ୍ପାନୀ ଇଣ୍ଡିଆନ ଅଏଲର ଚେୟାରମ୍ୟାନଙ୍କ ବାପାଙ୍କର ନିଧନ ହୋଇଥିଲା, କିନ୍ତୁ ସଂଜୀବ ନିଧନର ଖବର ଶୁଣିବା ପରେ ମଧ୍ୟ ୨୪ ଘଣ୍ଟା ନିର୍ବାଧ ତେଲ ଅପୂର୍ତ୍ତି କାମରେ ଲାଗିଥିଲେ। ଯେବେଠାରୁ କାରୋନା ମହାମାରୀର ପ୍ରକୋପକୁ ରୋକିବା ପାଇଁ ପ୍ରତିବନ୍ଧ ଘୋଷଣା କରାଯାଇଛି, ସେବେଠାରୁ ସଂଜୀବ ତୈଳଶୋଧକ କାରଖାନାର ଅପରେସନ ଏବଂ ବିତରଣର ସଂପୂର୍ଣ୍ଣ କାମର ତଦାରଖ କରୁଥିଲେ। ସଞ୍ଜୀବଙ୍କର ବାପାଙ୍କୁ ୮୯ ବର୍ଷ ହୋଇଥିବାବେଳେ ତାଙ୍କର ୨୪ ମାର୍ଚ୍ଚରେ ନିଧନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.