ଖାଦ୍ୟ ଆଉ ଆଶ୍ରୟ ଯୋଗାଇ ଦେବା ପରେବି ଘରମୁହାଁ ଶ୍ରମିକ, ସମସ୍ତ ଜିଲ୍ଲା ଓ ରାଜ୍ୟ ଗୁଡିକର ସୀମାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କାମ ହରାଇଥିବା ଶ୍ରମିକଙ୍କୁ ସହରରେ ଅଟକାଇ ରଖିବା ପାଇଁ ୨୬ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏମାନଙ୍କ ପାଇଁ ଖାଦ୍ୟ ଆଉ ଆଶ୍ରୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ବି ଶ୍ରମିକ ଘରମୁହାଁ ହେବାରୁ ସୀମା ସିଲ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଜିଲ୍ଲା ଓ ରାଜ୍ୟ ସୀମା ସିଲ୍‌ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ଆଡଭାଇଜରୀ ଜାରି ହୋଇଛି। ଯେଉଁମାନେ ଉକ୍‌ ଡାଉନ୍‌ ଉଲଂଘନ କରି ଫେରିଛନ୍ତି ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରଖିବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.