ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ଗ୍ୟାସ ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ : ଗତ କିଛି ମାସରେ ଏଲପିଜି ସିଲିଣ୍ଡରର ଦାମ ବୃଦ୍ଧି ପାଇଥିଲା। କିନ୍ତୁ ଏବେ ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ ପକ୍ଷରୁ ଗ୍ରାହକ ମାନଙ୍କ ପାଇଁ ଏକ ଆସ୍ୱସ୍ତିକର ଖବର ଆସିଛି। କମ୍ପାନୀ ଟ୍ଵିଟ କରି ଗ୍ୟାସ୍ ସିଲିଣ୍ଡର ଦାମ ଉପରେ ୧୦ ଟଙ୍କା ହ୍ରାସ କରାଯିବ ବୋଲି ଘୋଷଣା କରିଛି। ଏହି ନୂଆ ଦର ଏପ୍ରିଲ ପହିଲାରୁ ଲାଗୁ ହେବ। ଗତ କିଛି ମାସ ଧରି ରନ୍ଧନ ଗ୍ୟାସ ସିଲିଣ୍ଡର ଲଗାତର ଭାବରେ ବୃଦ୍ଧି ପାଉଥିଲା। ଅବଶ୍ୟ ଏହା ସାମାନ୍ୟ କମ୍ କିନ୍ତୁ ଗ୍ରାହକଙ୍କୁ ଟିକେ ଆସ୍ୱସ୍ତି ଦେବ ନିଶ୍ଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.