ଭୁବନେଶ୍ବର: ଲକ୍ଡାଉନ୍ ସମୟରେ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି । କଟକ କମିଶନରେଟ୍ ପୋଲିସ ପକ୍ଷରୁ ସହାୟତା ନମ୍ବର ଜାରି କରାଯାଇଛି । ହେଲ୍ପ ଲାଇନ୍ ନମ୍ବର-୬୩୭୦୭୦୧୫୫୦କୁ ଡାଏଲ୍ କରି ସେବା ନେଇପାରିବେ ।
ଘରେ ବସି ବିବାହ ଅନୁମତିଠାରୁ ଆରମ୍ଭ କରି ଜରୁରୀ ଆବଶ୍ୟକତା ପାଇଁ କଲ୍ କରିପାରିବେ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂଙ୍କ।