ଯାଜପୁର : କାର୍‌ ଦୁର୍ଘଟଣାରେ ଜଣେ ମୃତ ଓ ୩ ଜଣ ଆହତ

ଯାଜପୁର ରୋଡ (କେନ୍ୟୁଜ୍‌) : କୋରେଇ ଥାନା ବେଣାପୁର ଛକ ନିକଟରେ କାର୍‌ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି । ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।
ମୃତକ ଜଣକ ଯାଜପୁର ଟାଉନ ଅଠରନଳା ଅଞ୍ଚଳର ଅଭିଷେକ ସାହୁ ବୋଲି ଜଣାପଡ଼ଛି। କୋରେଇ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.