ଭୁବନେଶ୍ୱର(କେନ୍ଯୁଜ୍): ବ୍ରାଉନସୁଗର ଜବତ,୨ ଗିରଫ। ଭୁବନେଶ୍ୱରରେ ଅପରେସନ ହ୍ଵାଇଟ ସ୍ପାଇଡରରେ ଧରାପଡିଲା ୨୭୦ଗ୍ରାମ ବ୍ରାଉନସୁଗର। ଲଷ୍ମୀସାଗର ଥାନା ପୋଲିସ ଦୁଇ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିବା ସହ ୨୭୦ଗ୍ରାମ ବ୍ରାଉନସୁଗର ଜବତ କରିଛି।
ଅଭିନାଶ ଲେଙ୍କା ନାମକ ଯୁବକଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ ।