କେନ୍ୟୁଜ୍(ବ୍ୟୁରୋ): ଜୁନିୟର ପୁରୁଷ ହକି ବିଶ୍ୱକପ ସେମିରେ ଭାରତ । ଶକ୍ତିଶାଳୀ ବେଲଜିୟମକୁ ୧-୦ ଗୋଲରେ ହରାଇ ସେମି ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ । ଆସନ୍ତା ୩ ତାରିଖରେ ଜର୍ମାନୀକୁ ଭେଟିବ ଡିପେଣ୍ଡି ଚାମ୍ପଆନ ଭାରତ । ମ୍ୟାଚ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ଥିଲା । ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ।
ମ୍ୟାଚର ୨୦ ମିନିଟରେ ପେନାଲଟିକୁ ଗୋଲ୍ କରିଥିଲେ ସରଦାନନ୍ଦ ତିଓ୍ଵାରୀ । ଏହାପରେ ଭାରତ ବେଲଜିୟମକୁ ଆଉ ଗୋଲ କରିବାକୁ ଦେଇନଥିଲା ।