ବରଗଡ଼ : ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପିତ

ବରଗଡ଼ (କେନ୍ଯୁଜ୍) : ମା ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବରଗଡ଼ ହାଟପଦା ପଡ଼ିଆରେ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି। ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ପୂର୍ବ ଧାର୍ଯ୍ୟ ଲଗ୍ନ ଅନୁସାରେ ବିଧି ଅନୁଷ୍ଠିତ ହୋଇଛି। ମନ୍ଦିରରେ ପୂଜାର୍ଚ୍ଚନା ପରେ ବର୍ଣ୍ଣାଢ୍ୟ ଶୋଭାଯାଚ୍ରାରେ ଦେବୀଙ୍କ ଆଜ୍ଞାମାଳକୁ ହାଟପଦା ପଡ଼ିଆରେ ପହଞ୍ଚିଥିଲା। ଚଳିତ ବର୍ଷ ଧନୁଯାତ୍ରା ଜାନୁଆରୀ ୧୧ରୁ ୨୧ତାରିଖ ପର୍ଯ୍ୟନ୍ତ ଚାଲିବ। ୧୧ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଚଳିତବର୍ଷ ୭୦ବର୍ଷରେ ପଦର୍ପଣ କରିଛି।

Leave A Reply

Your email address will not be published.