ବ୍ରହ୍ମଗିରି(କେନ୍ୟୁଜ୍): ଆଜି ସକାଳୁ ଏକ ଯାତ୍ରୀବାହି ଡଙ୍ଗା ୪୦ରୁ ଉର୍ଦ୍ଧ ଯାତ୍ରୀ ଓ ୯ ବାଇକ୍ ସାତପଡ଼ା ଆସୁଥିବା ବେଳେ ମଝି ଚିଲିକାରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଫସିଛି । ଡଙ୍ଗାଟି ଜହ୍ନିକୁଦା ଘାଟ ଠାରୁ ୪୦ଜାତ୍ରି ସହ ୯ଟି ଗାଡି ନେଇ ସାତପଡା ଆସୁଥିବା ସୁଚନା । ମେସିନ୍ ସ୍ଲାବ ଭାଙ୍ଗିଯିବାରୁ ଚିଲିକା ମଝିରେ ଅଟକି ରହିଛି ଡଙ୍ଗା ।
ମେସିନି ସଜାଡିବା ପାଇଁ ଲାଗିପଡିଛନ୍ତି ଡଙ୍ଗା ଚାଳକ। ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଅନ୍ୟ ମସ୍ଥ୍ୟ ଯିବି ମାନେ ଉଦ୍ଧାର ପାଣି ପହଞ୍ଚିଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସାତପଡ଼ା ପୋଲିସ କହିଛି ।