ରାମଲୀଳାବେଳେ ଅଘଟଣ, ବିଦ୍ୟୁତ ତାର ନେଲା ନାବାଳକର ଜୀବନ
ବ୍ରହ୍ମଗିରି : ରାମଲୀଳା ଚାଲିଥିବାବେଳେ ଅଘଟଣ। ବିଦ୍ୟୁତ ତାର ଲାଗି ଚାଲିଗଲା ନାବାଳକର ଜୀବନ। ହନୁମାନ ଅଭିନୟ କରୁଥିବା କଳାକାରଙ୍କୁ ଦେଖି ଦୌଡ଼ିବା ବେଳେ ଅଘଟଣ ଘଟିଛି। ମୁକୁଳା ଟ୍ରାନ୍ସଫର୍ମର ଉପରେ ନାବାଳକଙ୍କ ଜୀବନ ଯାଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁରରେ ଅଭାବନୀୟ…