ମାଲେସିଆରେ ବଡ଼ ଧରଣର ଭୂସ୍ଖଳନ: ୨ ମୃତ, ୫୦ ନିଖୋଜ

ମାଲେସିଆ: ମାଲେସିଆରେ ବଡ଼ ଧରଣର ଭୂସ୍ଖଳନ। ୨ ମୃତ, ୫୦ ନିଖୋଜ। ରାଜଧାନୀ କୁଆଲାଲମପୁର ଉପକଣ୍ଠ ନିକଟରେ ଭୂସ୍ଖଳନ ହୋଇଛି। ୨୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ୫୦ ଜଣ ନିଖୋଜ ଅଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.