ଶ୍ରୀ ମନ୍ଦିର ଭିତରେ ଅଭାବନୀୟ ଘଟଣା: ଦୀପ ନିଆଁ ଲାଗି ମହିଳା ଆହତ

ପୁରୀ (କେନ୍ୟୁଜ): ଶ୍ରୀ ମନ୍ଦିରଭିତରେ ଅଭାବନୀୟ ଘଟଣା । ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ ଦୀପ ନିଆଁ ଲାଗି ମହିଳା ଆହତ। ମହିଳା ଜଣଙ୍କ ଭୁବନେଶ୍ୱରରୁ ଆସିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ମହିଳା ଜଣଙ୍କ ବାହାର କାଠ ନିକଟରେ ଦୀପ ଲଗାଇବା ସମୟରେ ହଠାତ ତାଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ମହିଳା ଜଣଙ୍କ ଗୁରୁତର ହୋଇ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.