ଧାମରା-ଭଦ୍ରକ ଟ୍ରେନ ଲାଇନରେ କଟି ଯୁବକଙ୍କର ମୃତ୍ୟୁ

ଧାମରା-ଭଦ୍ରକ ରେଳ ଲାଇନର ପୀଟହାଟ ଥାନା ଛତ୍ରପଦା ଲେବଲ କ୍ରସିଂରେ ଟ୍ରେନରେ କଟି ଯୁବକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯୁବକ ଜଣକର ଘର ସେହି ଛତ୍ରପଦା ଗାଁରେ ହୋଇଥିବା ବେଳ ତାର ନାଁ ଦୀପକ ନାୟକ ବୋଲି ଜଣାପଡିଛି ।

ଚାନ୍ଦବାଲି (କେନ୍ୟୁଜ): ନିଜ ଘରଠାରୁ ମାତ୍ର ୫ଶହ ମିଟ ଦୂର ଟ୍ରେନ ଲାଇନରେ କଟି ଯୁବକଙ୍କର ମୃତ୍ୟୁ ଘଟିଛି । ଧାମରା-ଭଦ୍ରକ ରେଳ ଲାଇନର ପୀଟହାଟ ଥାନା ଛତ୍ରପଦା ଲେବଲ କ୍ରସିଂରେ ଟ୍ରେନରେ କଟି ଯୁବକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯୁବକ ଜଣକର ଘର ସେହି ଛତ୍ରପଦା ଗାଁରେ ହୋଇଥିବା ବେଳ ତାର ନାଁ ଦୀପକ ନାୟକ ବୋଲି ଜଣାପଡିଛି ।

ଗତକାଲି ରାତଚିରେ ଦୀପକ ଘରେ ଖାଇସାରି ଆସିଥିଲା ଆଉ ଘରକୁ ଫେରିନଥିଲା । ସକାଳୁ ସକାଳୁ ଗାଁଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପିରହାଟ ପୋଲିସ ପହଁଚି ଶବକୁ ଜବତ କରିବା ସହ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.