ପୁଣି ବଗି ଛାଡି ଗଡିଲା ଇଞ୍ଜୀନ!

trainପୁରୀ: ଆଗକୁ ୫ କିଲୋମିଟର ଗଲା ପରେ ପୁଣି ଫେରିଲା ପୁରୀ-କଟକ ପାସେଞ୍ଜର। ତିନିଟି ବଗିକୁ ନେବା ପରେ ଛାଡ଼ିଲା ଟ୍ରେନ୍। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ରେଳ ଷ୍ଟେସନରେ। ରାତି ୮ଟାରେ ପୁରୀ-କଟକ ପାସେଞ୍ଜର ଟ୍ରେନ୍ ଛାଡିଥିଲା। ହେଲେ ଟ୍ରେନର ଶେଷ ତିନିଟି ବଗି ଷ୍ଟେସନରେ ରହିଯାଇଥିଲା। ତେବେ ପାଖାପାଖି ୫ କିଲୋମିଟର ଯିବା ପରେ ଟ୍ରେନଟି ପୁଣି ପୁରୀ ଷ୍ଟେସନକୁ ଫେରିଥିଲା। ତିନିଟି ବଗି ନେବା ପରେ ରାତି ୮ଟା ୨୮ରେ ଷ୍ଟେସନରୁ ଛାଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.