ଭୁବନେଶ୍ବର(କେନ୍ୟୁଜ୍) : ପୁଣି କୁହୁଡି ସାଜିଲା କାଳ। ଟ୍ରକକୁ ପଛରୁ ପିଟିଲା ଟ୍ରକ। ଦୁର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ୧୬ନଂ ଜାତୀୟ ରାଜପଥ ଯାଆଁଳା ଭୂଆଷୂଣୀ ମନ୍ଦିର ଆଗରେ ଦୁର୍ଘଟଣା ଘଟିଛି।