ଆସନ୍ତା୨୧ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ, ସକାଳ ୯ଟା ୩୦ରେ ହେବ ଭୋଟ ଗ୍ରହଣ
ନଭେମ୍ବର ୨୧ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ। ସକାଳ ୯ଟା ୩୦ରେ ହେବ ଭୋଟ ଗ୍ରହଣ। ରଜନୀକାନ୍ତ ସିଂ ଉପବାଚସ୍ପତି ପଦରୁ ଇସ୍ତଫା ପରେ ଖାଲି ପଡ଼ିଛି ପଦବୀ।
ଭୁବନେଶ୍ୱର (କେନ୍ୟୁଜ): ନଭେମ୍ବର ୨୧ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ। ସକାଳ ୯ଟା ୩୦ରେ ହେବ ଭୋଟ ଗ୍ରହଣ। ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଛନ୍ତି ବିଧାନସଭା ସଚିବ। ୨୦ରେ ଉପବାଚସ୍ପତି ପାଇଁ ନାମାଙ୍କନ ଦାଖଲ ହେବ। ରଜନୀକାନ୍ତ ସିଂ ଉପବାଚସ୍ପତି ପଦରୁ ଇସ୍ତଫା ପରେ ଖାଲି ପଡ଼ିଛି ପଦବୀ।